ଓଡ଼ିଆ ଉଇକିପିଡ଼ିଆ ଲୋକପ୍ରିୟ ୧୦୦

ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...

  1. 1

    ବାଇଜେମିନି

    ବାଇଜେମିନି

    ବାଇଜେମିନି ହେଉଛି ଏକ ଅନିୟମିତ ହୃତ୍ ସ୍ପନ୍ଦନ ରୋଗ ଯେଉଁଥିରେ ପ୍ରତ୍ୟେକ ନିୟମିତ ହୃଦସ୍ପନ୍ଦନକୁ ଅନୁସରଣ କରି ଗୋଟିଏ ଅନିୟମିତ ହୃଦସ୍ପନ୍ଦନ (ଏକ୍ଟୋପିକ୍ ବିଟ୍) ହୁଏ । ଏହି ରୋଗ ତିନୋଟି ପ୍ରକାରର ଦେଖାଯାଏ ଯଥା: ଅକାଳ ନିଳୟ ସଙ୍କୋଚନ, ସଂଯୋଗ ସ୍ଥଳ ଏବଂ ଅକାଳ ଅଳିନ୍ଦ ସଙ୍କୋଚନ । ସାଧାରଣତଃ ଏହାର କୌଣସି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ନାହିଁ; ଯଦିଓ ଏକ ପରିତ୍ୟକ୍ତ ହୃତ୍‌ସ୍ପନ୍ଦନର ଅନୁଭବ ହୋଇପାରେ । କ୍ୱଚିତ ନିମ୍ନ ରକ୍ତଚାପ ଏବଂ ମୁଣ୍ଡ ହାଲୁକା ଲାଗିପାରେ ।

    161 ପଠିତ (↑76 ଗତକାଲିଠାରୁ)0,0,0,0,0,0,0,0,85, 161

    2 ଦିନ ଷ୍ଟ୍ରିକ

    🔍 🗞️
  2. 2

    କବିତା ବାରିକ

    କବିତା ବାରିକ

    କବିତା ବାରିକ ଜଣେ ଭାରତୀୟ ଅଧ୍ୟାପିକା ତଥା ଓଡ଼ିଆ-ଭାଷୀ ଗାଳ୍ପିକା, ଔପନ୍ୟାସିକା, ପ୍ରାବନ୍ଧିକ ଓ ସମାଲୋଚକ । ସେ ମହାରାଜ ପୂର୍ଣ୍ନଚନ୍ଦ୍ର ମହାବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି ।

    144 ପଠିତ (↑144 ଗତକାଲିଠାରୁ)0,0,0,0,0,0,0,0,0, 144

    1 ଦିନ ଷ୍ଟ୍ରିକ

    🔍 🗞️
  3. 3

    ପ୍ରେମୀ ଦିୱାନା

    ପ୍ରେମୀ ଦିୱାନା

    ପ୍ରେମୀ ଦିୱାନା, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅୟସକାନ୍ତ ମହାନ୍ତି । ଜେମ୍ସ ଶୁକ୍ଳା ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଆନନ୍ଦ କୁମାର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

    120 ପଠିତ (↑120 ଗତକାଲିଠାରୁ)0,0,0,0,0,0,0,0,0, 120

    1 ଦିନ ଷ୍ଟ୍ରିକ

    🔍 🗞️
  4. 4

    ପାଇଥନ୍ (ପ୍ରୋଗ୍ରାମିଂ ଭାଷା)

    ପାଇଥନ୍ (ପ୍ରୋଗ୍ରାମିଂ ଭାଷା)

    ପାଇଥନ୍ ଏକ "ଉଚ୍ଚ ସ୍ତରୀୟ ପ୍ରୋଗ୍ରାମିଂ ଭାଷା" ଅଟେ । ସି ଭଳି ପ୍ରୋଗ୍ରାମିଂ ଭାଷା ଅପେକ୍ଷା ପାଇଥନ ଭାଷାରେ ଗୋଟିଏ କାର୍ଯ୍ୟକୁ ଅଳ୍ପ ଧାଡିର କୋଡ ବ୍ୟବହାରକରି କରାଯାଇପାରେ । ଏହାର ଲେଖିବା ଶୈଳୀ ବା ସିଣ୍ଟାକ୍‌ସ୍, ପ୍ରୋଗ୍ରାମିଂ କୋଡ୍କୁ ଅତି ସ୍ପଷ୍ଟରେ ପଢ଼ି ଓ ବୁଝିପାରିବାରେ ସହାଯ୍ୟ କରେ।

    104 ପଠିତ (↑104 ଗତକାଲିଠାରୁ)0,0,0,0,0,0,0,0,0, 104

    1 ଦିନ ଷ୍ଟ୍ରିକ

    🔍 🗞️
  5. 5

    ଜଗନମୋହ‌ନ ଲାଲ

    ଜଗନମୋହ‌ନ ଲାଲ

    ଜଗନମୋହ‌ନ ଲାଲ (୨୫ ନଭେମ୍ବର ୧୮୩୮ - ୨୬ ଡିସେମ୍ବର ୧୯୧୩)

    90 ପଠିତ (↑90 ଗତକାଲିଠାରୁ)11,0,13,0,0,0,0,0,0, 90

    1 ଦିନ ଷ୍ଟ୍ରିକ

    🔍 🗞️
  6. 6

    ରଥଯାତ୍ରା

    ରଥଯାତ୍ରା

    ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.

    88 ପଠିତ (↑29 ଗତକାଲିଠାରୁ)41,32,33,37,48,55,46,80,59, 88

    9+ ଦିନ ଷ୍ଟ୍ରିକ

    🔍 🗞️
  7. 7

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।

    85 ପଠିତ (↑36 ଗତକାଲିଠାରୁ)67,79,66,83,71,67,69,46,49, 85

    9+ ଦିନ ଷ୍ଟ୍ରିକ

    🔍 🗞️
  8. 8

    ଉପେନ୍ଦ୍ର ଭଞ୍ଜ

    ଉପେନ୍ଦ୍ର ଭଞ୍ଜ

    କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦, ଅନ୍ୟମତେ ୧୭୨୦) ସପ୍ତଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଶୀ ସଙ୍ଗୀତକାର କବି ଥିଲେ । ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ପୁରାତନ ରାଜଶାସିତ ଘୁମୁସରର ରାଜବଂଶରେ କୁଲାଡ଼ଗଡଜନ୍ମଲାଭ କରିଥିଲେ। ରୀତିଯୁଗର ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି ।

    76 ପଠିତ (↑76 ଗତକାଲିଠାରୁ)17,38,12,17,32,15,13,17,0, 76

    1 ଦିନ ଷ୍ଟ୍ରିକ

    🔍 🗞️
  9. 9

    ଗୋପବନ୍ଧୁ ଦାସ

    ଗୋପବନ୍ଧୁ ଦାସ

    ଉତ୍କଳମଣି ଗୋପବନ୍ଧୁ ଦାସ (୯ ଅକ୍ଟୋବର ୧୮୭୭–୧୭ ଜୁନ ୧୯୨୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ଓଡ଼ିଆ-ଭାଷୀ ଲେଖକ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ନିମନ୍ତେ ସେ "ଉତ୍କଳମଣି" ନାମରେ ଜଣାଶୁଣା ।

    75 ପଠିତ (↓53 ଗତକାଲିଠାରୁ)404,184,31,37,28,22,39,58,128, 75

    9+ ଦିନ ଷ୍ଟ୍ରିକ

    🔍 🗞️
  10. 10

    ବିନୋଦ ଚନ୍ଦ୍ର ନାୟକ

    ବିନୋଦ ଚନ୍ଦ୍ର ନାୟକ

    ବିନୋଦ ଚନ୍ଦ୍ର ନାୟକ (୨ ସେପ୍ଟେମ୍ବର ୧୯୧୯ - ୧୫ ନଭେମ୍ବର ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ଗତାନୁଗତିକ ଧାରାରୁ ବାହାରି ଆଧୁନିକତା ସଙ୍ଗେ ରୋମାଣ୍ଟିକ ଚିନ୍ତାଧାରାର ସମ୍ମିଶ୍ରଣ ତାଙ୍କ କବିତାର ବିଶେଷତା ଥିଲା । କବିତା ସଂକଳନ ସରୀସୃପ ପାଇଁ ସେ ୧୯୭୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତାଙ୍କ କବିତା ସାରା ଦେଶରେ ଆଦୃତ ହୋଇଛି ଓ ବହୁ ଭାଷାରେ ଅନୁବାଦିତ ହୋଇଛି । ତାଙ୍କର କୃତି ସମୂହ ଉପରେ ଅନେକ ବିଦ୍ୟାର୍ଥୀ ଉଚ୍ଚତର ଗବେଷଣା କରି ଡକ୍ଟରେଟ ଉପାଧି ପାଇଛନ୍ତି ।

    75 ପଠିତ (↑75 ଗତକାଲିଠାରୁ)13,11,0,0,0,0,0,0,0, 75

    1 ଦିନ ଷ୍ଟ୍ରିକ

    🔍 🗞️
  11. 11

    ମଙ୍ଗଳୁ ଚରଣ ବିଶ୍ୱାଳ

    ମଙ୍ଗଳୁ ଚରଣ ବିଶ୍ୱାଳ

    ମଙ୍ଗଳୁ ଚରଣ ବିଶ୍ୱାଳ (୪ ମେ ୧୯୩୫–୧୧ ଜାନୁଆରୀ ୨୦୨୧) ଜଣେ ଭାରତୀୟ ସାହିତ୍ୟିକ ଓ ଶିକ୍ଷକ ଥିଲେ । ସେ ଓଡ଼ିଆ ଓ କୋଶଳୀ ଭାଷାରେ ସାହିତ୍ୟ ରଚନା ନିମନ୍ତେ ଜଣାଶୁଣା ଥିଲେ । ଶିକ୍ଷକତା ବୃତ୍ତିରେ ପାରଦର୍ଶିତା ନିମନ୍ତେ ସେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଗଳ୍ପ, କବିତା, ନାଟକ, ଶିଶୁସାହିତ୍ୟ ଆଦି ସାହିତ୍ୟର ବହୁ ବିଭାଗରେ ତାଙ୍କର ଅବଦାନ ରହିଥିଲା ।

    69 ପଠିତ (↑69 ଗତକାଲିଠାରୁ)0,0,0,0,0,0,0,0,0, 69

    1 ଦିନ ଷ୍ଟ୍ରିକ

    🔍 🗞️
  12. 12

    ପ୍ରୋପାଇହେକ୍ସେଡ୍ରାଇନ

    ପ୍ରୋପାଇହେକ୍ସେଡ୍ରାଇନ

    ପ୍ରୋପାଇହେକ୍ସେଡ୍ରାଇନ, ବେପାର ନାମ ବେଞ୍ଜେଡ୍ରେକ୍ସ , ଏକ ଔଷଧ ଯାହା ବନ୍ଦ ନାକ ପାଇଁ ବ୍ୟବହୃତ ହୁଏ । ଏହା ନାକରେ ପକାଯାଏ । ଏହାର ପ୍ରଭାବ ୫ ମିନିଟ୍ ମଧ୍ୟରେ ଆରମ୍ଭ ହୁଏ ଏବଂ ୨ ଘଣ୍ଟା ପର୍ଯ୍ୟନ୍ତ ରହିପାରେ । ତିନି ଦିନରୁ ଅଧିକ ସମୟ ପାଇଁ ବ୍ୟବହାର ସୁପାରିଶ କରାଯାଏ ନାହିଁ |

    67 ପଠିତ (↑67 ଗତକାଲିଠାରୁ)0,0,0,0,0,0,0,0,0, 67

    1 ଦିନ ଷ୍ଟ୍ରିକ

    🔍 🗞️
  13. 13

    ଦୂତୀ ଚାନ୍ଦ

    ଦୂତୀ ଚାନ୍ଦ

    ଦୂତୀ ଚାନ୍ଦ (ଜନ୍ମ- ୩ ଫେବୃୟାରୀ ୧୯୯୬ ମସିହା) ଜଣେ ମହିଳା ଧାବିକା ଅଟନ୍ତି। ସେ ବର୍ତ୍ତମାନ ୧୦୦ ମି.

    67 ପଠିତ (↑67 ଗତକାଲିଠାରୁ)0,0,0,0,0,0,0,0,0, 67

    1 ଦିନ ଷ୍ଟ୍ରିକ

    🔍 🗞️
  14. 14

    ଦର୍ଶାନା ଦାସ

    ଦର୍ଶାନା ଦାସ

    ଦର୍ଶାନା ଦାସ (ଜନ୍ମ: ୩୧ ମାର୍ଚ୍ଚ) ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ମାଲାୟାଲମ ଭାଷାର ଟେଲିଭିଜନ ଧାରାବାହିକରେ କାମ କରିବା ପାଇଁ ଜଣାଶୁଣା ।

    65 ପଠିତ (↑65 ଗତକାଲିଠାରୁ)0,0,0,0,0,0,0,0,0, 65

    1 ଦିନ ଷ୍ଟ୍ରିକ

    🔍 🗞️
  15. 15

    ସ୍ୱାତୀ ବାଜପେୟୀ

    ସ୍ୱାତୀ ବାଜପେୟୀ

    ସ୍ୱାତୀ ବାଜପେୟୀ ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ । ସେ ମିସେସ୍ କୌଶିକ୍ କି ପାଞ୍ଚ ବହୁୟେଁରେ ନିମ୍ମି କୌଶିକ ଭୂମିକାରେ ଅଭିନୟ ପାଇଁ ଜଣାଶୁଣା ।

    64 ପଠିତ (↑64 ଗତକାଲିଠାରୁ)0,0,0,0,0,0,0,0,0, 64

    1 ଦିନ ଷ୍ଟ୍ରିକ

    🔍 🗞️
  16. 16

    ପାନ

    ପାନ

    ପାନ ଶବ୍ଦର ଅନ୍ୟାନ୍ୟ ଆଭିଧାନିକ ଅର୍ଥଗୁଡ଼ିକ ହେଲା, ପାନୀୟ, ପିଇବା, ଔଷଧାଦିର ମାତ୍ରା ବିଶେଷ ।

    63 ପଠିତ (↑63 ଗତକାଲିଠାରୁ)0,0,0,0,0,0,0,63,0, 63

    1 ଦିନ ଷ୍ଟ୍ରିକ

    🔍 🗞️
  17. 17

    ଗୁଣ୍ଡିଚା ମନ୍ଦିର

    ଗୁଣ୍ଡିଚା ମନ୍ଦିର

    ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିଅଁ ଗଢ଼ା ହୋଇଥିବାରୁ ଏହାକୁ ଜୀଉମାନଙ୍କ ଜନ୍ମସ୍ଥାନ ବୋଲି କହାଯାଇଥାଏ ।

    62 ପଠିତ (↑62 ଗତକାଲିଠାରୁ)0,0,0,0,0,0,0,0,0, 62

    1 ଦିନ ଷ୍ଟ୍ରିକ

    🔍 🗞️
  18. 18

    Infectious mononucleosis

    Infectious mononucleosis

    61 ପଠିତ (↑61 ଗତକାଲିଠାରୁ)0,0,0,0,0,0,0,0,0, 61

    1 ଦିନ ଷ୍ଟ୍ରିକ

    🔍 🗞️
  19. 19

    ହ୍ରିତିକ ରୋଶନ

    ହ୍ରିତିକ ରୋଶନ

    ହ୍ରୀତିକ ରୋ଼ଶନ ଜଣେ ହିନ୍ଦୀ ସିନେମା କଳାକାର । ସେ ୧୦ ଜାନୁୟାରୀ ୧୯୭୪ରେ ଜନ୍ମ ହେଇଥିଲେ । "କହୋନ ପ୍ୟାର ହେ" ତାଙ୍କର ପ୍ରଥମ ସିନେମା ଥିଲା । ଏହା ପରେ ସେ କୋଇ ମିଲ ଗୟା,କ୍ରିସ, ଧୂମ୨, ଯୋଦ୍ଧା ଆକବର ,ମିଶନ କାଶ୍ମୀର, ଲକ୍ଷ୍ୟ,ଅଗ୍ନିପଥ, ଗୁଜାରିଶ, ଜିନ୍ଦେଗୀ ନା ମିଲେଗୀ ଦୁବାରାରା,କ୍ରିସ ୩ ଭଳି ପ୍ରମୁଖ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ପ୍ରସିଦ୍ଧ ସିନେମା ନିର୍ଦ୍ଦେଶକ ରାକେଶ ରୋଶନଙ୍କ ପୁଅ ।

    59 ପଠିତ (↑59 ଗତକାଲିଠାରୁ)0,0,0,0,0,0,0,0,0, 59

    1 ଦିନ ଷ୍ଟ୍ରିକ

    🔍 🗞️
  20. 20

    ଭାରତୀୟ ଜାତୀୟ କ୍ରିକେଟ ଅଧିନାୟକ ସମୂହଙ୍କ ତାଲିକା

    ଭାରତୀୟ ଜାତୀୟ କ୍ରିକେଟ ଅଧିନାୟକ ସମୂହଙ୍କ ତାଲିକା

    ଏହା ଭାରତୀୟ ଜାତୀୟ କ୍ରିକେଟ ଅଧିନାୟକମାନଙ୍କ ଏକ ତାଲିକା । ଏଥିରେ ଭାରତୀୟ ପୁରୁଷ , ମହିଳା ଓ ଯୁବ ଦଳର ଟେଷ୍ଟ । ଏକଦିବଶୀୟ ଅନ୍ତର୍ଜାତିକ , ଓ ଟି20 ଅନ୍ତର୍ଜାତିକ ଦଳର ଅଧିନାୟକ ମାନଙ୍କ ନାମ ରହିଛି । "ବ୍ରିଟିଶ ଭାରତ" ରାଜକୀୟ କ୍ରିକେଟ କାଉନ୍ସିଲ ( ଯାହା ବର୍ତ୍ତମାନ ଅନ୍ତର୍ଜାତିକ କ୍ରିକେଟ କାଉନସିଲ , ICC ନାମରେ ପରିଚିତ )ର ପୂର୍ଣ ସଦସ୍ୟତା 1926 ମସିହା 31 , ମେରେ ହାସଲ କରିବା ପରେ 1932 ଜୁନ 25 ତାରିଖରେ ଷଷ୍ଠ ଟେଷ୍ଟ ମାନ୍ୟତା- ପ୍ରାପ୍ତ ଦେଶ ଭାବରେ ଇଂଲଣ୍ଡ , ଅଷ୍ଟ୍ରେଲିଆ , ୱେଷ୍ଟ ଇଣ୍ଡିଜ , ଦକ୍ଷିଣ ଆଫ୍ରିକା ଓ ନିଉଜିଲାଣ୍ଡ ସହ ସାମିଲ ହେଇଥିଲା ।ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ଭାରତ ମାତ୍ର 7ଟି ଟେଷ୍ଟ ଖେଳିଥିଲା ଓ ସମସ୍ତ କେବଳ ଇଂଲଣ୍ଡ ବିପକ୍ଷରେ ଥିଲା । ଏହା ମଧ୍ୟରୁ ଭାରତ 5ଟି ରେ ପରାଜୟ ବରଣ କରିଥିବା ବେଳେ 2 ଟିକୁ ଅମୀମାଂଶିତ ରଖିବାରେ ସଫଳ ହେଇଥିଲା । ଅନ୍ୟ ଦେଶ ବିରୁଦ୍ଧରେ ଭାରତ ପ୍ରଥମେ ଡନ ବ୍ରାଡମେନଙ୍କ ତତ୍ପ କାଳୀନ ଅପରାଜେୟ କୁହାଯାଉଥିବା ଅଷ୍ଟ୍ରେଲିଆ ଦଳ ସହ ପ୍ରଥମ କରି 1947-48 ମସିହାରେ ଖେଳିଥିଲା ।

    59 ପଠିତ (↑59 ଗତକାଲିଠାରୁ)0,0,0,0,0,0,0,0,0, 59

    1 ଦିନ ଷ୍ଟ୍ରିକ

    🔍 🗞️
  21. 21

    ପର୍ଶୁରାମେଶ୍ୱର ମନ୍ଦିର

    ପର୍ଶୁରାମେଶ୍ୱର ମନ୍ଦିର

    ପର୍ଶୁରାମେଶ୍ୱର ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ହିନ୍ଦୁ ମନ୍ଦିର, ଯାହା ଓଡ଼ିଶାର ସବୁଠୁ ପୁରୁଣା ମନ୍ଦିର ମଧ୍ୟରୁ ଗୋଟିଏ । ଏହା ସବୁଠୁ ଭଲ ଭାବେ ସରଂକ୍ଷିତ ହୋଇଥିବା ଏକ ପୁରୁଣା ଉତ୍କଳୀୟ ମନ୍ଦିର ଏବଂ ଏହାର ନିର୍ମାଣ ଖ୍ରୀ.ଅ.୭ମରୁ ୮ମ ଶତାବ୍ଦୀ ମଧ୍ୟରେ ଶୈଳୋଦଭବ କାଳରେ ହୋଇଥିଲା । ଏହି ମନ୍ଦିରଟି ଭଗବାନ ଶିବଙ୍କୁ ସମର୍ପିତ । ନଗର ଶୈଳୀର ଏହି ମନ୍ଦିରଟି ଖ୍ରୀ.ଅ.

    59 ପଠିତ (↑59 ଗତକାଲିଠାରୁ)0,0,0,0,0,0,0,0,0, 59

    1 ଦିନ ଷ୍ଟ୍ରିକ

    🔍 🗞️
  22. 22

    ରକ୍ଷା ବନ୍ଧନ (ହିନ୍ଦୀ କଥାଚିତ୍ର)

    ରକ୍ଷା ବନ୍ଧନ (ହିନ୍ଦୀ କଥାଚିତ୍ର)

    ରକ୍ଷା ବନ୍ଧନ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଭାରତୀୟ ହିନ୍ଦୀ କଥାଚିତ୍ର । ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଆନନ୍ଦ ଏଲ୍.

    58 ପଠିତ (↑58 ଗତକାଲିଠାରୁ)0,0,0,0,0,0,0,0,0, 58

    1 ଦିନ ଷ୍ଟ୍ରିକ

    🔍 🗞️
  23. 23

    କେଶବ କୋଇଲି

    କେଶବ କୋଇଲି

    କେଶବ କୋଇଲି ଏକ ଓଡ଼ିଆ କୋଇଲି ବା ପଦାବଳୀ । ଏହା ୧୩ଶ ଶତକରେ ପୁରାତନ କବି ମାର୍କଣ୍ଡ ଦାସ ରଚନା କରିଥିଲେ । ଏହାକୁ ଓଡ଼ିଆରେ ରଚିତ ପ୍ରଥମ ମାନକ ସାହିତ୍ୟ ରଚନା ବୋଲି ଗଣନା କରାଯାଏ । ଏହି ଚ‍ଉତିଶାରେ "କ"ରୁ ଆରମ୍ଭ ହୋଇ "କ୍ଷ" ଯାଏଁ ଚ‍ଉତିରିଶ ଗୋଟି ପଦାବଳୀ ରହିଛି । ପରେ ଜଗନ୍ନାଥ ଦାସ ଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରି ଅର୍ଥ କୋଇଲି ରଚନା କରିଥିଲେ । ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣା ଶିଶୁ ବେଦ ଓ ସପ୍ତାଙ୍ଗ ସାରଳା ଦାସଙ୍କ ପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି ।

    58 ପଠିତ (↓35 ଗତକାଲିଠାରୁ)0,0,0,0,15,0,0,0,93, 58

    2 ଦିନ ଷ୍ଟ୍ରିକ

    🔍 🗞️
  24. 24

    ପଠାଣି ସାମନ୍ତ

    ପଠାଣି ସାମନ୍ତ

    ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର, ପଠାଣି ସାମନ୍ତ ନାମରେ ପରିଚିତ, ଜଣେ ଭାରତୀୟ ଜ୍ୟୋତିର୍ବିଦ, ଗଣିତଜ୍ଞ ଓ ବିଦ୍ୱାନ ଥିଲେ । ସେ ବାଉଁଶ ନଳୀ ସାହାଯ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ଗଣନା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବା ନିମନ୍ତେ ଜଣା। ସେ ନିଜ ଗବେଷଣା ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ରଚନା କରି ପ୍ରକାଶ କରିଥିଲେ । ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ନାମ ଏକ ପାଞ୍ଜି ପ୍ରଚଳିତ ।

    58 ପଠିତ (↑35 ଗତକାଲିଠାରୁ)0,0,0,0,0,0,0,97,23, 58

    3 ଦିନ ଷ୍ଟ୍ରିକ

    🔍 🗞️
  25. 25

    ଓଡ଼ିଶାର ଇତିହାସ

    ଓଡ଼ିଶାର ଇତିହାସ

    ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ ଓ ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.

    56 ପଠିତ (↑56 ଗତକାଲିଠାରୁ)0,0,20,15,13,0,0,0,0, 56

    1 ଦିନ ଷ୍ଟ୍ରିକ

    🔍 🗞️
  26. 26

    ସିଂହ

    ସିଂହ

    ସିଂହ Panthera ପ୍ରଜାତିର ଏକ ଅନ୍ୟତମ ଜୀବ ଓ Felidae ପରିବାରର ଏକ ସଦସ୍ୟ ।ବାଘ ପରେ ବଞ୍ଚି ରହିଥିବା ଏହା ୨ୟ ବୃହତ ବିଲେଇ ଜାତି । ଆଫ୍ରିକାର ଉପ-ଶାହାରା ଅଞ୍ଚଳ ଓ ଦକ୍ଷିଣ ଏସିଆ ଯାହାକି ଭାରତର ଗିର ଜାତୀୟ ଉଦ୍ଦ୍ୟାନରେ ସର୍ବାଧିକ ପରିମାଣରେ ଦେଖିବାକୁ ମିଳନ୍ତି । କୁହାଯାଏ କି ୧୦,୦୦୦ ବର୍ଷ ପୂର୍ବେ ସିଂହ ମନୁଷ୍ୟ ପରି ବିସ୍ତାରିତ ଭାବେ ରହୁଥିଲେ । ସିଂହ ୧୦-୧୪ ବର୍ଷ ବଞ୍ଚନ୍ତି ଜଙ୍ଗଲରେ ହଁ କେତେକ ୨୦ ବର୍ଷ ମଧ୍ୟ ବଞ୍ଚନ୍ତି । ସିଂହ ଅନ୍ୟ ବିଲେଇ ବଂଶଠାରୁ ସାମାଜିକ ଜୀବନ ନିର୍ବାହ କରନ୍ତି ।

    56 ପଠିତ (↑56 ଗତକାଲିଠାରୁ)11,0,0,0,0,0,0,0,0, 56

    1 ଦିନ ଷ୍ଟ୍ରିକ

    🔍 🗞️
  27. 27

    କଟି ଯନ୍ତ୍ରଣା

    କଟି ଯନ୍ତ୍ରଣା

    କଟି ଯନ୍ତ୍ରଣା ବା ନିମ୍ନ ପିଠି ଯନ୍ତ୍ରଣା (ଏଲବିପି) ଏକ ସାଧାରଣ ମାଂସପେଶୀକଙ୍କାଳ ବେମାରୀ ଯାହା ପିଠିର ମାଂସପେଶୀ, ସ୍ନାୟୁ ଓ ଅସ୍ଥିରେ ହୁଏ । ଏଥିରେ ସାଧାରଣ ଧରଣର ଯନ୍ତ୍ରଣା ହୁଏ କିନ୍ତୁ ସର୍ବଦା ଚାଲୁରହେ ବା ହଠାତ୍ ତୀବ୍ର ଅନୁଭବ ହୁଏ । ଯନ୍ତ୍ରଣା ସମୟ ଅନୁସାରେ ଏହି ରୋଗକୁ ୩ ଶ୍ରେଣୀରେ ବିଭକ୍ତ କରାଯାଏ ଯଥା:- ଆକ୍ୟୁଟ ବା ତୀବ୍ର (୬ ସପ୍ତାହରୁ କମ୍), ସବ-କ୍ରନିକ (୬ରୁ ୧୨ ସପ୍ତାହ) ଓ କ୍ରନିକ ବା ଦୀର୍ଘକାଳୀନ (୧୨ ସପ୍ତାହରୁ ଅଧିକ) । ଅନ୍ତର୍ନିହିତ କାରଣ ଅନୁସାରେ ଏହାକୁ ମେକାନିକାଲ, ନନ୍‌ମେକାନିକାଲ ଓ ରେଫର୍‌ଡ୍ ଯନ୍ତ୍ରଣା କୁହାଯାଏ । ନିମ୍ନ ପିଠି ଯନ୍ତ୍ରଣା ପ୍ରାୟ କିଛି ସପ୍ତାହ ମଧ୍ୟରେ କମିଯାଏ; ୪୦ରୁ ୯୦% ଲୋକ ୬ ସପ୍ତାହ ମଧ୍ୟରେ ସମ୍ପୁର୍ଣ୍ଣ ଭଲ ହୋଇଯାଆନ୍ତି ।

    56 ପଠିତ (↑56 ଗତକାଲିଠାରୁ)0,0,0,0,0,0,0,0,0, 56

    1 ଦିନ ଷ୍ଟ୍ରିକ

    🔍 🗞️
  28. 28

    କ୍ଲାସ ଅଫ କ୍ଲାନ୍ସ

    କ୍ଲାସ ଅଫ କ୍ଲାନ୍ସ

    କ୍ଲାସ ଅଫ କ୍ଲାନ୍ସ ହେଉଛି ଏକ ମାଗଣା ମୋବାଇଲ ଭିତିକ ଭିଡିଓ ଗେମ ଯାହାକି ସୁପରସେଲଦ୍ୱାରା ପରିଚାଳିତ ହେଉଅଛି । ଏହି ଖେଳଟି ଅଗଷ୍ଟ ୨, ୨୦୧୨ ମସିହାରେ ପ୍ରଥମ କରି ଆଇ ଓ ଏସରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ କାଳରେ ଅକ୍ଟୋବର ୭, ୨୦୧୩ ମସିହାରେ ଏହା ଆଣ୍ଡ୍ରଏଡ଼ରେ ମଧ୍ୟ ଉପଲବ୍ଧ ହେଲା ।

    55 ପଠିତ (↑55 ଗତକାଲିଠାରୁ)0,0,0,0,0,0,0,0,0, 55

    1 ଦିନ ଷ୍ଟ୍ରିକ

    🔍 🗞️
  29. 29

    ଡିଡି ଓଡ଼ିଆ

    ଡିଡି ଓଡ଼ିଆ

    ଡିଡି ଓଡ଼ିଆ ଏକ ଭାରତୀୟ ସରକାରୀ ଓଡ଼ିଆ ପ୍ରଥମ ଟେଲିଭିଜନ ଚ୍ୟାନେଲ । ଏହା ଓଡ଼ିଶାର ଭୁବନେଶ୍ୱରରେ ଅବସ୍ଥାପିତ ଓ ଦୂରଦର୍ଶନର ଏକ ଅଂଶ । ୧୯୯୪ରେ ଅବସ୍ଥାପିତ ଏହା ଦୂରଦର୍ଶନ କେନ୍ଦ୍ର କଟକରୁ ସମ୍ବାଦ, ତଥ୍ୟଭିତ୍ତିକ କାର୍ଯ୍ୟକ୍ରମ, ଧାରାବାହିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରସାରଣ କରିଥାଏ ।

    53 ପଠିତ (↑53 ଗତକାଲିଠାରୁ)0,0,0,0,0,0,0,0,0, 53

    1 ଦିନ ଷ୍ଟ୍ରିକ

    🔍 🗞️
  30. 30

    ନିକୁଞ୍ଜ କିଶୋର କାନୁନଗୋ

    ନିକୁଞ୍ଜ କିଶୋର କାନୁନଗୋ

    ନିକୁଞ୍ଜ କିଶୋର କାନୁନଗୋ (ଜନ୍ମ: ୨୦ ମାର୍ଚ୍ଚ ୧୯୩୩) ଜଣେ ଭାରତୀୟ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ତାଙ୍କ ଶିଶୁସାହିତ୍ୟ ପୁସ୍ତକ ଆମ ଖେଳନା ପାଇଁ ୧୯୮୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।

    53 ପଠିତ (↑53 ଗତକାଲିଠାରୁ)0,0,0,0,0,0,0,0,0, 53

    1 ଦିନ ଷ୍ଟ୍ରିକ

    🔍 🗞️
  31. 31

    ରାଜଧାନୀ ପୁସ୍ତକମେଳା ପୁରସ୍କାର

    ରାଜଧାନୀ ପୁସ୍ତକମେଳା ପୁରସ୍କାର

    ରାଜଧାନୀ ପୁସ୍ତକମେଳା ପୁରସ୍କାର ୨୦୦୦ ମସିହାରୁ ରାଜଧାନୀ ପୁସ୍ତକମେଳା ଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି । ଏଥିରେ ପ୍ରବନ୍ଧ-ସମାଲୋଚନା, ଉପନ୍ୟାସ, କ୍ଷୁଦ୍ର ଗଳ୍ପ, କାବ୍ୟ କବିତା, ନାଟକ, ଅନୁବାଦ, ବିଜ୍ଞାନ ସାହିତ୍ୟ, ଧର୍ମ ସାହିତ୍ୟ, ଜୀବନୀ, ଭ୍ରମଣ କାହାଣୀ, ବ୍ୟଙ୍ଗ ସାହିତ୍ୟ ଓ ଶିଶୁ ସାହିତ୍ୟ ଆଦିରେ ପୂର୍ବ ୩ ବର୍ଷରେ ପ୍ରକାଶିତ ପୁସ୍ତକକୁ ବିଚାର କରାଯାଇ ପୁରସ୍କାର ପ୍ରଦାନ କରାଯାଇଥାଏ ।

    53 ପଠିତ (↑53 ଗତକାଲିଠାରୁ)0,0,0,0,0,0,0,0,0, 53

    1 ଦିନ ଷ୍ଟ୍ରିକ

    🔍 🗞️
  32. 32

    ଅରୁଣା କୁମାରୀ ଗାଲା

    ଅରୁଣା କୁମାରୀ ଗାଲା

    ଅରୁଣା କୁମାରୀ ଗାଲା‌ (ଜନ୍ମ ୧ ଅଗଷ୍ଟ ୧୯୪୪) ଜଣେ ଭାରତୀୟ ରାଜନେତା ଅଟନ୍ତି । ସେ ହେଉଛନ୍ତି ପୂର୍ବତନ ଭାରତୀୟ ସଂସଦୀୟ ତଥା ସମାଜସେବୀ ପାଟୁରୀ ରାଜାଗୋପାଳ ନାଇଡୁଙ୍କ ଝିଅ ଅଟନ୍ତି । ସେ ବର୍ତ୍ତମାନ ତେଲୁଗୁ ଦେଶମ ପାର୍ଟିର ଜଣେ ରାଜନୈତିକ ବୁରୋ ସଦସ୍ୟ ଅଟନ୍ତି । ସେ ଆନ୍ଧ୍ରପ୍ରଦେଶ, ଭାରତ ସରକାରରେ ଭୂବିଜ୍ଞାନ ଏବଂ ଖଣି ମନ୍ତ୍ରୀ ଥିଲେ ଓ ଚନ୍ଦ୍ରଗିରି ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଥିଲେ । ୮ ମାର୍ଚ୍ଚ ୨୦୧୪ ମସିହାରେ, ସେ ତେଲୁଗୁ ଦେଶମ ପାର୍ଟିରେ ଯୋଗ ଦେଇଥିଲେ ।

    52 ପଠିତ (↑52 ଗତକାଲିଠାରୁ)0,0,0,0,0,0,0,0,0, 52

    1 ଦିନ ଷ୍ଟ୍ରିକ

    🔍 🗞️
  33. 33

    ବନଜ ଦେବୀ

    ବନଜ ଦେବୀ

    ବନଜ ଦେବୀ (ଜନ୍ମ: ୧୦ ଅଗଷ୍ଟ ୧୯୪୧) ଜଣେ ଓଡ଼ିଆ ଗାଳ୍ପିକ, କବି, ଅନୁବାଦକ ଓ ଭ୍ରମଣ କାହାଣୀ ଲେଖିକା । ତାଙ୍କ ଗଳ୍ପ ସଙ୍କଳନ କାଠପୁଅ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ସେ ୨୦୧୭ ମସିହାର ଶାରଳା ପୁରସ୍କାର ପୁରସ୍କାର ପାଇଥିଲେ ।

    52 ପଠିତ (↑52 ଗତକାଲିଠାରୁ)0,0,0,0,0,0,0,0,0, 52

    1 ଦିନ ଷ୍ଟ୍ରିକ

    🔍 🗞️
  34. 34

    Gabapentin

    Gabapentin

    50 ପଠିତ (↑50 ଗତକାଲିଠାରୁ)0,0,0,0,0,0,0,0,0, 50

    1 ଦିନ ଷ୍ଟ୍ରିକ

    🔍 🗞️
  35. 35

    ଘୁମୁସର ବିଦ୍ରୋହ

    ଘୁମୁସର ବିଦ୍ରୋହ

    ଘୁମୁସର ବିଦ୍ରୋହ(୧୮୧୫-୧୮୫୬)ଏକ ଆଦିବାସୀ କନ୍ଧ ଜନଜାତିର ବିଦ୍ରୋହ । ଏହା ଓଡ଼ିଶା ଇତିହାସର ଏକ ଗୁରୁତ୍ୱପୂର୍ଣ ଘଟଣା । ଏହି ଆନ୍ଦୋଳନ କେବଳ ରାଜନୈତିକ ଓ ସାମରିକ କାରଣଦ୍ୱାରା ଆବଦ୍ଧ ନୁହେଁ ବରଂ ସାମଜିକ, ଅର୍ଥନୈତିକ, ପ୍ରଶାସନିକ ଓ ଧର୍ମୀୟ କାରଣ ଯୋଗୁଁ ମଧ୍ୟ ସଂଘଟିତ ହୋଇଥିଲା । ଇଁରେଜ ସରକାରଙ୍କ ବିରୋଧରେ ଘୁମୁସର ବିଦ୍ରୋହକୁ ନେତୃତ୍ୱ ନେବାରେ ଯେଉଁ କେତେକ ଦେଶପ୍ରେମୀ ନିଜ ଜୀବନକୁ ଉତ୍ସର୍ଗ କରି ଅମର ହୋଇଛନ୍ତି ତନ୍ମଧ୍ୟରୁ କମଳଲୋଚନ ଦୋରା ବିଷୋୟୀ ଓ ଚକରା ବିଷୋୟୀ ଅନ୍ୟତମ ।

    49 ପଠିତ (↑49 ଗତକାଲିଠାରୁ)0,0,0,0,0,0,0,0,0, 49

    1 ଦିନ ଷ୍ଟ୍ରିକ

    🔍 🗞️
  36. 36

    ବସପାଇରୋନ

    ବସପାଇରୋନ

    ବସପାଇରୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବ୍ୟବସାୟୀକ ନାମ ବସପର, ହେଉଛି ଏକ ଔଷଧ ଯାହା ମୁଖ୍ୟତ ଉଦ୍‌ବେଗ ଅବ୍ୟବସ୍ଥା ବିଶେଷତଃ ସାମଗ୍ରିକ ଉଦ୍‌ବେଗ ଅବ୍ୟବସ୍ଥାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | ଏହାର ସ୍ୱଳ୍ପ ମିଆଦି ବ୍ୟବହାରରେ ଉପକାର ମିଳେ | ସାଇକୋସିସ ଚିକିତ୍ସାରେ ଏହା ପ୍ରଭାବଶାଳୀ ନଥିବା ଜଣାପଡ଼ିଛି | ଏହା ପାଟିରେ ଦିଆଯାଏ, ଏବଂ ଏହାର ପ୍ରଭାବ ଆରମ୍ଭ ପାଇଁ ଚାରି ସପ୍ତାହ ଲାଗିପାରେ |

    47 ପଠିତ (↑47 ଗତକାଲିଠାରୁ)0,0,0,0,0,0,0,0,0, 47

    1 ଦିନ ଷ୍ଟ୍ରିକ

    🔍 🗞️
  37. 37

    Hoshiarpur

    Hoshiarpur

    47 ପଠିତ (↑47 ଗତକାଲିଠାରୁ)0,0,0,0,0,0,0,0,0, 47

    1 ଦିନ ଷ୍ଟ୍ରିକ

    🔍 🗞️
  38. 38

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର (ଶ୍ରୀମନ୍ଦିର କିମ୍ବା ବଡ଼ଦେଉଳ ଭାବରେ ମଧ୍ୟ ପରିଚିତ) ଭାରତର ଓଡ଼ିଶା ରାଜ୍ୟର ପୁରୀଠାରେ ଅବସ୍ଥିତ ଏକ ପ୍ରାଚୀନ ହିନ୍ଦୁ ଦେଉଳ । ଏହା ମୁଖ୍ୟତଃ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥଙ୍କୁ ସମର୍ପିତ । ଏଠାରେ ରତ୍ନସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତି ଭାବରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜା ପାଆନ୍ତି ।

    47 ପଠିତ (↑2 ଗତକାଲିଠାରୁ)40,22,33,31,61,30,26,28,45, 47

    9+ ଦିନ ଷ୍ଟ୍ରିକ

    🔍 🗞️
  39. 39

    ରାହୁରି

    ରାହୁରି

    ରାହୁରି ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଆହ୍ମଦ୍‌‌ନଗର ଜିଲ୍ଲାରେ ଅବସ୍ଥିତ ।

    47 ପଠିତ (↑47 ଗତକାଲିଠାରୁ)0,0,0,0,0,0,0,0,0, 47

    1 ଦିନ ଷ୍ଟ୍ରିକ

    🔍 🗞️
  40. 40

    କେନ୍ଦ୍ରାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

    କେନ୍ଦ୍ରାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

    କେନ୍ଦ୍ରାପଡ଼ା (କ୍ରମିକ ସଂଖ୍ୟା: ୯୭) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।

    46 ପଠିତ (↑23 ଗତକାଲିଠାରୁ)0,0,0,0,0,0,0,130,23, 46

    3 ଦିନ ଷ୍ଟ୍ରିକ

    🔍 🗞️
  41. 41

    ରାମଚନ୍ଦ୍ର ମିଶ୍ର (ନାଟ୍ୟକାର, ୧୯୨୦ ଜନ୍ମିତ)

    ରାମଚନ୍ଦ୍ର ମିଶ୍ର (ନାଟ୍ୟକାର, ୧୯୨୦ ଜନ୍ମିତ)

    ରାମଚନ୍ଦ୍ର ମିଶ୍ର (ଜନ୍ମ ୧୨ ଅକ୍ଟୋବର ୧୯୨୦) ଜଣେ ଭାରତୀୟ ଓଡ଼ିଆ-ଭାଷୀ ନାଟ୍ୟକାର ଥିଲେ । ସେ ୪୦ଟିରୁ ଅଧିକ ନାଟକ ରଚନା କରିଥିଲେ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ମଧ୍ୟବିତ୍ତ ପରିବାରର ସୁଖଦୁଃଖର କାହାଣୀ ତାଙ୍କ ନାଟକରେ ବିଶେଷ ସ୍ଥାନ ପାଇଥିଲା ।

    45 ପଠିତ (↑45 ଗତକାଲିଠାରୁ)0,0,0,0,0,0,0,0,0, 45

    1 ଦିନ ଷ୍ଟ୍ରିକ

    🔍 🗞️
  42. 42

    କଳାବାଘ

    କଳାବାଘ

    ସାଧାରଣ କଲରାପତରିଆ ବାଘ ପରି କଳା କଲରାପତରିଆ ବାଘ ମଧ୍ୟ “ପାନ୍ଥେରା” ପ୍ରଜାତିର । ଏସିଆ ଓ ଆଫ୍ରିକାରେ ଦେଖାଯାଉଥିବା କଳାବାଘ କଲରାପତରିଆ (ଜୀବବିଜ୍ଞାନ ନାମ Panthera pardus) ପ୍ରଜାତିର ହୋଇଥିବା ବେଳେ, ଆମେରିକୀୟ ମହାଦେଶର କଳାବାଘ ଜାଗୁଆର (ଜୀବ ବିଜ୍ଞାନ ନାମ Panthera onca) ଶ୍ରେଣୀର ହୋଇଥାନ୍ତି ।

    44 ପଠିତ (↑44 ଗତକାଲିଠାରୁ)0,0,0,0,0,16,0,0,0, 44

    1 ଦିନ ଷ୍ଟ୍ରିକ

    🔍 🗞️
  43. 43

    ଓଡ଼ିଶାରେ କୋଭିଡ-୧୯ ମହାମାରୀ

    ଓଡ଼ିଶାରେ କୋଭିଡ-୧୯ ମହାମାରୀ

    ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS-CoV-2) ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।

    43 ପଠିତ (↑24 ଗତକାଲିଠାରୁ)0,0,0,0,0,16,19,0,19, 43

    2 ଦିନ ଷ୍ଟ୍ରିକ

    🔍 🗞️
  44. 44

    ଝ

    ବର୍ଗ୍ୟ ଝ ଓଡ଼ିଆ ବର୍ଣ୍ଣମାଳାର ଏକ ବ୍ୟଞ୍ଜନ ବର୍ଣ୍ଣ । ଏହା ବ୍ୟଞ୍ଜନ ବର୍ଣ୍ଣର ୯ମ ଓ "ଚ ବର୍ଗ"ର ୩ୟ ବର୍ଣ୍ଣ । କଥିତ ଭାଷାରେ ବର୍ଗ୍ୟ ଜ ଓ ଅନ୍ତସ୍ଥ ଯ ଭିତରେ ତଅଅତ ନଥଅଏ ‌

    42 ପଠିତ (↑42 ଗତକାଲିଠାରୁ)0,0,0,0,0,0,0,0,0, 42

    1 ଦିନ ଷ୍ଟ୍ରିକ

    🔍 🗞️
  45. 45

    ଓଡ଼ିଆ ଗହଣା

    ଓଡ଼ିଆ ଗହଣା

    ଓଡ଼ିଶା ପୁରାତନ କାଳରେ କଳା, ଭାସ୍କର୍ଯ୍ୟ ଓ ତାରକସି କାମରେ ସୁନାମ ଅର୍ଜନ କରିଥିଲା। ଓଡ଼ିଶାର ନରନାରୀ ବିଭିନ୍ନ ପ୍ରକାର ଅଳଙ୍କାରଦ୍ୱାରା ନିଜର ଅଙ୍ଗ ସଜ୍ଜା କରୁଥିଲେ ।

    42 ପଠିତ (↑42 ଗତକାଲିଠାରୁ)0,0,0,0,0,0,0,0,0, 42

    1 ଦିନ ଷ୍ଟ୍ରିକ

    🔍 🗞️
  46. 46

    ଭଦ୍ରକ ଜିଲ୍ଲା

    ଭଦ୍ରକ ଜିଲ୍ଲା

    ଭଦ୍ରକ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଏହାର ନାମ ଭଦ୍ରକ ସହରକୁ ନେଇ ନାମିତ ହୋଇଛି । ୧ ଅପ୍ରେଲ ୧୯୯୩ରେ ଏହା ବାଲେଶ୍ୱର ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାରେ ପରିଣତ ହେଲା । ଏହାର ସର୍ବମୋଟ ଆୟତନ ୨୬୭୭ ବର୍ଗ କିମି । ଏହା ରାଜଧାନୀ ଭୁବନେଶ୍ୱରଠାରୁ ୧୨୫ କିମି ଦୂରରେ ଅବସ୍ଥିତ ।

    42 ପଠିତ (↓8 ଗତକାଲିଠାରୁ)0,0,0,0,0,0,0,0,50, 42

    2 ଦିନ ଷ୍ଟ୍ରିକ

    🔍 🗞️
  47. 47

    କଲ୍ୟାଣୀ

    କଲ୍ୟାଣୀ

    କଲ୍ୟାଣୀ, ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସମୀରଣ ଦତ୍ତ ।

    42 ପଠିତ (↑42 ଗତକାଲିଠାରୁ)0,0,0,0,0,0,0,0,0, 42

    1 ଦିନ ଷ୍ଟ୍ରିକ

    🔍 🗞️
  48. 48

    ଅନାଲ ଲୋକ

    ଅନାଲ ଲୋକ

    ଅନାଲ ହେଉଛି ଉତ୍ତର-ପୂର୍ବ ଭାରତର ମଣିପୁର ରାଜ୍ୟ ଏବଂ ମିଆଁମାରର ଏକ ଅଂଶରେ ରହୁଥିବା ନାଗା ଜନଜାତି। ଭାରତୀୟ ସମ୍ବିଧାନ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଆଦେଶ (ସଂଶୋଧନ) ଆଇନ, 1976 ଅନୁଯାୟୀ ଏମାନଙ୍କୁ ଏକ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ କରାଯାଇଛି । ଅନାଲ ଜନଜାତି ନାଗା ପୂର୍ବପୁରୁଷଙ୍କ ଜନ୍ମଭୂମିର '୬୬ ନାଗା ଜନଜାତି' ମଧ୍ୟରୁ ଗୋଟିଏ। ଏହି ଜନଜାତିର ସଦସ୍ୟମାନେ ଭାରତ ଏବଂ ମିଆଁମାର ଉଭୟରେ ଦେଖାଯାଆନ୍ତି। ଭାରତରେ ସେମାନେ ମଣିପୁର ଏବଂ ନାଗାଲାଣ୍ଡ ରାଜ୍ୟରେ ବସବାସ କରନ୍ତି କିନ୍ତୁ ମୁଖ୍ୟତଃ ପୂର୍ବ ରାଜ୍ୟରେ ଅଧିକାଂଶ ସମୟରେ ରୁହନ୍ତି। ମଣିପୁର ରାଜ୍ୟରେ, ଅନାଲ ନାଗା ଜନସଂଖ୍ୟା ଚାଣ୍ଡେଲରେ କେନ୍ଦ୍ରିତ ଏବଂ କିଛି ଅନାଲ ଗ୍ରାମ ଏହାର ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ଅବସ୍ଥିତ, ଚୁରାଚାନ୍ଦପୁର ଜିଲ୍ଲାରେ ପ୍ରାୟ ତିନୋଟି ଗ୍ରାମ ଅଛି ଏବଂ ଥୌବାଲ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ଅଛି।

    41 ପଠିତ (↑41 ଗତକାଲିଠାରୁ)0,0,0,0,0,0,0,27,0, 41

    1 ଦିନ ଷ୍ଟ୍ରିକ

    🔍 🗞️
  49. 49

    ଭଜା

    ଭଜା

    ଭଜା ଏକ ପ୍ରକାର ଓଡ଼ିଆ ଖାଦ୍ୟ ।

    40 ପଠିତ (↑40 ଗତକାଲିଠାରୁ)0,0,0,0,0,0,0,0,0, 40

    1 ଦିନ ଷ୍ଟ୍ରିକ

    🔍 🗞️
  50. 50

    ପ୍ରଭାତ ରଞ୍ଜନ ବିଶ୍ୱାଳ

    ପ୍ରଭାତ ରଞ୍ଜନ ବିଶ୍ୱାଳ

    ପ୍ରଭାତ ରଞ୍ଜନ ବିଶ୍ୱାଳ (ଜନ୍ମ: ୧୮ ମଇ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରଭାତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ଏବଂ ୨୦୦୯ ଓ ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଚୌଦ୍ୱାର - କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

    40 ପଠିତ (↓62 ଗତକାଲିଠାରୁ)0,0,0,0,0,0,0,0,102, 40

    2 ଦିନ ଷ୍ଟ୍ରିକ

    🔍 🗞️
  51. 51

    ନିର୍ବାଚନ (ଓଡ଼ିଆ କଥାଚିତ୍ର)

    ନିର୍ବାଚନ (ଓଡ଼ିଆ କଥାଚିତ୍ର)

    ନିର୍ବାଚନ, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦେବାଶିଷ ମଜୁମଦାର ଓ ରବି ମଲ୍ଲିକ । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିପ୍ଳବ ରାୟଚୌଧୁରୀ ଓ ପ୍ରଫୁଲ୍ଲ ରାୟ । ବିପ୍ଳବ ରାୟଚୌଧୁରୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟି ନିର୍ମାଣ ପାଇଁ ଜାତୀୟ ଚଳଚ୍ଚିତ୍ର ନିଗମର ଆର୍ଥିକ ସ‌ହାୟତା ମିଳିଥିଲା ।

    39 ପଠିତ (↑39 ଗତକାଲିଠାରୁ)0,0,0,0,0,0,0,0,0, 39

    1 ଦିନ ଷ୍ଟ୍ରିକ

    🔍 🗞️
  52. 52

    Raghavendra Tirtha

    Raghavendra Tirtha

    38 ପଠିତ (↑38 ଗତକାଲିଠାରୁ)0,0,0,0,0,0,0,0,0, 38

    1 ଦିନ ଷ୍ଟ୍ରିକ

    🔍 🗞️
  53. 53

    ଓଡ଼ିଆ କ୍ୟାଲେଣ୍ଡର

    ଓଡ଼ିଆ କ୍ୟାଲେଣ୍ଡର

    ଓଡ଼ିଆ କ୍ୟାଲେଣ୍ଡର (ଓଡ଼ିଆ: ଓଡ଼ିଆ ପାଞ୍ଜି) ହେଉଛି ଓଡ଼ିଶା ଅଞ୍ଚଳର ଓଡ଼ିଆ ଲୋକମାନେ ବ୍ୟବହାର କରୁଥିବା ଏକ ସୂର୍ଯ୍ୟ ପ୍ରତିଆଧାରିତ ପଞ୍ଜିକା । ଏହି ପାଞ୍ଜି ସିଦ୍ଧାନ୍ତ ପ୍ରତିଆଧାରିତ ସୂର୍ଯ୍ୟ ବାର୍ଷିକ ଚକ୍ରକୁ ଅନୁସରଣ କରେ, ଯେଉଁଥିରେ ଧାର୍ମିକ ତିଥିମାନଙ୍କ ପାଇଁ ପୂର୍ଣ୍ଣିମାନ୍ତ ଚନ୍ଦ୍ର ଚକ୍ର ବ୍ୟବହୃତ ହୋଇଥାଏ । ଓଡ଼ିଆ ପାଞ୍ଜିର ନବବର୍ଷକୁ ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ବୋଲି କୁହାଯାଏ । ଏହା ମେଷ ମାସର ପ୍ରଥମ ଦିନରେ ପଡ଼ିଥାଏ (ଗ୍ରେଗୋରିୟ କ୍ୟାଲେଣ୍ଡର ଅନୁଯାୟୀ: ମେଷ - ଏରିଜ୍), ଯାହା ସମ୍ପୃକ୍ତ ଚନ୍ଦ୍ର ମାସ ବୈଶାଖ ସହ ସମାନ ଅଟେ । ଓଡ଼ିଆ ପାଞ୍ଜି ଉତ୍କଳୀୟ ବର୍ଷାବ୍ଦ ଅନୁସାରେ ଚାଲିଥାଏ, ଯାହା ୫୯୨ ଖ୍ରୀଷ୍ଟାବ୍ଦର ଭାଦ୍ରବ ଶୁକ୍ଳ ଦ୍ୱାଦଶୀରୁ ଆରମ୍ଭ ହୋଇଥିଲା ।

    38 ପଠିତ (↑38 ଗତକାଲିଠାରୁ)0,0,0,0,0,0,0,0,0, 38

    1 ଦିନ ଷ୍ଟ୍ରିକ

    🔍 🗞️
  54. 54

    ନିକୁଞ୍ଜ ବିହାରୀ ସିଂହ

    ନିକୁଞ୍ଜ ବିହାରୀ ସିଂହ

    ନିକୁଞ୍ଜ ବିହାରୀ ସିଂହ (୧୯ ସେପ୍ଟେମ୍ବର ୧୯୨୧ - ୨୪ ଅଗଷ୍ଟ ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ ଓ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୯ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

    37 ପଠିତ (↑37 ଗତକାଲିଠାରୁ)0,0,0,0,0,0,0,0,0, 37

    1 ଦିନ ଷ୍ଟ୍ରିକ

    🔍 🗞️
  55. 55

    ଫ୍ଲୁଭୋକ୍ସାମାଇନ

    ଫ୍ଲୁଭୋକ୍ସାମାଇନ

    ଫ୍ଲୁଭୋକ୍ସାମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଲୁଭକ୍ସ, ହେଉଛି ଏକ ସିଲେକ୍ଟିଭ୍ ସେରୋଟୋନିନ୍ ରିଅପଟେକ୍ ଇନହିବିଟର (SSRI) ଶ୍ରେଣୀର ଔଷଧ । ଏହା ମୁଖ୍ୟତଃ ଅବସେସିଭ୍-କମ୍ପଲସିଭ ଡିଜଅର୍ଡ଼ର ରୋଗର (OCD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ପ୍ରମୁଖ ଅବସାଦ ବେମାରୀ, ବୁଲେମିଆ ଏବଂ ପ୍ୟାନିକ୍ ଡିଜଅର୍ଡର୍, ସାମାଜିକ ଚିନ୍ତା ବ୍ୟାଧି ଏବଂ ଆଘାତୋତ୍ତର ଚାପ ବେମାରୀ ଭଳି ରୋଗମାନଙ୍କରେ ମଧ୍ୟ ଏହା ବ୍ୟବହାର ହୁଏ । ଏହା ପାଟିରେ ଦିଆଯାଏ ।

    37 ପଠିତ (↑37 ଗତକାଲିଠାରୁ)0,0,0,0,0,0,0,0,0, 37

    1 ଦିନ ଷ୍ଟ୍ରିକ

    🔍 🗞️
  56. 56

    ପାଓଣ୍ଟା ସାହିବ୍

    ପାଓଣ୍ଟା ସାହିବ୍

    ପାଓଣ୍ଟା ସାହିବ୍ (ହିନ୍ଦୀ : पाओण्टा साहिब, ପଞ୍ଜାବୀ: ਪਾਂਉਟਾ ਸਾਹਿਬ) ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ଏକ ମୁଖ୍ୟ ଶିଳ୍ପାଞ୍ଚଳ। ଏହା ସିରମୌର ଜିଲ୍ଲାର ଉତ୍ତର ଦିଗରେ ଜାତୀୟ ରାଜପଥ ୭ରେ ଅବସ୍ଥିତ। ଏଠାରେ ସିମେଣ୍ଟ, ବିଜୁଳି ଶକ୍ତି, କାର୍ପାସ ବସ୍ତ୍ର, ଔଷଧ, ରସାୟନ, ଖାଦ୍ୟ ଦ୍ରବ୍ୟ ଉତ୍ପାଦନ ପାଇଁ ଶିଳ୍ପ ସବୁ ରହିଛି। ଏହା ବ୍ୟତୀତ ଏସିଆ ମହାଦେଶର ସର୍ବବୃହତ ଚୂନପଥର ବାଣିଜ୍ୟ ଏଠାରେ ହେଇଥାଏ। ଏଠାରେ ଯମୁନା ନଦୀ କୁଳରେ ଥିବା ପାଓଣ୍ଟା ସାହିବ୍ ଗୁରୁଦ୍ୱାରା ଶିଖ ସଂପ୍ରଦାଯ ପାଇଁ ଏକ ମୁଖ୍ୟ ତୀର୍ଥ ସ୍ଥଳୀ।

    37 ପଠିତ (↑37 ଗତକାଲିଠାରୁ)0,0,0,0,0,0,0,0,0, 37

    1 ଦିନ ଷ୍ଟ୍ରିକ

    🔍 🗞️
  57. 57

    ମାମେ ଖାନ

    ମାମେ ଖାନ

    ମାମେ ଖାନ ଜଣେ ଭାରତୀୟ ପ୍ଲେବ୍ୟାକ ଏବଂ ଭାରତ, ରାଜସ୍ଥାନର ଲୋକ ଗାୟକ । ସେ ଅନେକ ହିନ୍ଦୀ ଚଳଚ୍ଚିତ୍ର ଯଥା ଲକ୍ ବାଇ ଚାନ୍ସ (2009), ଆଇ ଆମ୍ (2010), ନୋ ୱାଇଡ୍ କିଲ୍ଡ ଜେସିକା (2011), ମିର୍ଜିୟା (2016) ଏବଂ ସୋଞ୍ଚିରିଆ (2019)ରେ ପ୍ଲେବ୍ୟାକ ଗାୟକ ଭାବରେ କାର୍ଯ୍ୟ କରିଛନ୍ତି । ଖାନ ଅମିତ ତ୍ରିବେଦୀଙ୍କ ସହ କୋକ୍ ଷ୍ଟୁଡିଓ @ MTV (ଦ୍ୱିତୀୟ ସିଜିନ)ରେ ପ୍ରଦର୍ଶିତ ହୋଇଥିଲେ, ଏହି ଯୋଡି ଚୌଧୁରୀ ଟ୍ରାକ୍ ପ୍ରଦର୍ଶନ କରିଥିଲେ । ଗ୍ଲୋବାଲ୍ ଇଣ୍ଡିଆନ୍ ମ୍ୟୁଜିକ୍ ଏକାଡେମୀ ପୁରସ୍କାର (ଜିଏମା) 2016ରେ ସେ ଶ୍ରେଷ୍ଠ ଲୋକ ଏକକ ପୁରସ୍କାର ଗ୍ରହଣ କରିଥିଲେ ।

    36 ପଠିତ (↑36 ଗତକାଲିଠାରୁ)0,0,0,0,0,0,0,0,0, 36

    1 ଦିନ ଷ୍ଟ୍ରିକ

    🔍 🗞️
  58. 58

    ସାରଳା ଦାସ

    ସାରଳା ଦାସ

    ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।

    35 ପଠିତ (↑15 ଗତକାଲିଠାରୁ)19,47,21,23,17,26,31,20,20, 35

    9+ ଦିନ ଷ୍ଟ୍ରିକ

    🔍 🗞️
  59. 59

    ବାକ୍ କୁତ୍ ତେଃ

    ବାକ୍ କୁତ୍ ତେଃ

    ବାକ୍ କୁତ୍ ତେଃ ବା ବାଃ କୁତ୍ ତେଃ (ଇଂରାଜୀରେ Bak kut teh (also spelt bah kut teh, ଚୀନୀ ଭାଷାରେ 肉骨茶) ଘୁଷୁରୀ ପଞ୍ଜରା ହାଡ଼ ଓ ମାଂସରୁ ପ୍ରସ୍ତୁତ ଏକ ବ୍ୟଞ୍ଜନ । ଏହି ଖାଦ୍ୟ ମୁଖ୍ୟତଃ ମାଲେସିଆ ଓ ସିଙ୍ଗାପୁରରେ ରହୁଥିବା ହୋକ୍ଲୋ ଏବଂ ତ୍ୟୋଚ୍ୟୁ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଅତି ଲୋକପ୍ରିୟ । ଇଣ୍ଡୋନେସିଆ ଓ ଥାଇଲାଣ୍ଡରେ ମଧ୍ୟ ଏହି ଖାଦ୍ୟ ପ୍ରସ୍ତୁତ କରାଯାଏ ।

    35 ପଠିତ (↑35 ଗତକାଲିଠାରୁ)0,0,0,0,0,0,0,0,0, 35

    1 ଦିନ ଷ୍ଟ୍ରିକ

    🔍 🗞️
  60. 60

    ଓଡ଼ିଆ ସାହିତ୍ୟ

    ଓଡ଼ିଆ ସାହିତ୍ୟ

    ଓଡ଼ିଆ ସାହିତ୍ୟ ଓଡ଼ିଆ ଭାଷାରେ ଲିଖିତ ସାହିତ୍ୟର ନାନା ବିଭବକୁ ବୁଝାଇଥାଏ ।

    35 ପଠିତ (↑35 ଗତକାଲିଠାରୁ)29,45,37,34,27,20,20,18,0, 35

    1 ଦିନ ଷ୍ଟ୍ରିକ

    🔍 🗞️
  61. 61

    କୁମାର ପୂର୍ଣ୍ଣିମା

    କୁମାର ପୂର୍ଣ୍ଣିମା

    କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଜଗନ୍ମାତା ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି । ତେବେ ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଗୁଜରାଟ ଭଳି ଭାରତର ଅନ୍ୟାନ୍ୟ ରାଜ୍ୟରେ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତି । ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥିତିରେ ଥାଏ ଏବଂ ଚନ୍ଦ୍ର କିରଣ ମଣିଷର ସ୍ୱାସ୍ଥ୍ୟ ଓ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନଟିକୁ ଭାରତର ବିଭିନ୍ନ ପ୍ରାନ୍ତରେ ଖୁବ୍ ଆଡ଼ମ୍ବର ସ‌ହକାରେ ପାଳନ କରାଯାଇଥାଏ ।

    34 ପଠିତ (↑34 ଗତକାଲିଠାରୁ)0,0,0,0,0,0,0,0,0, 34

    1 ଦିନ ଷ୍ଟ୍ରିକ

    🔍 🗞️
  62. 62

    Leukemia

    Leukemia

    34 ପଠିତ (↑34 ଗତକାଲିଠାରୁ)0,0,0,0,0,0,0,0,0, 34

    1 ଦିନ ଷ୍ଟ୍ରିକ

    🔍 🗞️
  63. 63

    ଉତ୍କଳ ସମ୍ମିଳନୀ

    ଉତ୍କଳ ସମ୍ମିଳନୀ

    ଉତ୍କଳ ସମ୍ମିଳନୀ ଏକ ଭାରତୀୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ । ଏହା ୧୯୦୩ ମସିହାରେ ମଧୁସୂଦନ ଦାସଙ୍କଦ୍ୱାରା ଓଡ଼ିଶାର ସ୍ଥାପିତ ହୋଇଥିଲା ଓ ବର୍ତ୍ତମାନ ପର୍ଯ୍ୟନ୍ତ ତିଷ୍ଠିରହିଛି ।

    34 ପଠିତ (↑34 ଗତକାଲିଠାରୁ)0,0,0,0,0,0,0,0,0, 34

    1 ଦିନ ଷ୍ଟ୍ରିକ

    🔍 🗞️
  64. 64

    ଅନୁସୂୟା

    ଅନୁସୂୟା

    ଅନସୂୟା (ଇଂରାଜୀ ଭାଷାରେ Anasuya, (IAST: Anasūyā, अनसूया "ପରଶ୍ରୀକାତର ଓ ହିଂସା ମୁକ୍ତ"), ଅନ୍ୟ ନାମ ଅନସୂୟା) ହିନ୍ଦୁ କିମ୍ବଦନ୍ତୀ ଅନୁସାରେ ଋଷି ଅତ୍ରିଙ୍କର ପତ୍ନୀ ଥିଲେ । ରାମାୟଣର ଲେଖା ଅନୁସାରେ ସେ ମଧ୍ୟ ପ୍ରଦେଶରେ ଥିବା ଚିତ୍ରକୂଟ (Chitrakuta) ଜଙ୍ଗଲର ଦକ୍ଷିଣ ସୀମାରେ ଥିବା ଏକ କୁଟୀରରେ ତାଙ୍କ ସ୍ୱାମୀଙ୍କ ସ‌ହିତ ବାସ କରୁଥିଲେ । ସେ ତପସ୍ୟାରତ ରହୁଥିଲେ ଓ ବ‌ହୁତ ଧାର୍ମିକା ଥିଲେ । ସେଥିଯୋଗୁ ତାଙ୍କର ବ‌ହୁତ ଆଶ୍ଚର୍ଯ୍ୟ ଜନ‌‌କ ଶକ୍ତି ଥିଲେ ।

    34 ପଠିତ (↑34 ଗତକାଲିଠାରୁ)0,0,0,0,0,0,0,0,0, 34

    1 ଦିନ ଷ୍ଟ୍ରିକ

    🔍 🗞️
  65. 65

    ଓଡ଼ିଆ କବି ମାନଙ୍କର ତାଲିକା

    ଓଡ଼ିଆ କବି ମାନଙ୍କର ତାଲିକା

    ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବିମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।

    32 ପଠିତ (↑32 ଗତକାଲିଠାରୁ)0,0,0,0,0,0,0,0,0, 32

    1 ଦିନ ଷ୍ଟ୍ରିକ

    🔍 🗞️
  66. 66

    ବିବାହ

    ବିବାହ

    ବିବାହ କ‌ହିଲେ ସାଧାରଣତଃ ଜଣେ ପୁରୁଷ ଜଣେ ମହିଳାଙ୍କ ସ‌ହିତ ସାମାଜିକ ଓ ଆଇନ‌ଗତ ସ୍ୱିକୃତି ସ‌ହିତ ସ‌ହାବସ୍ଥାନ‌ ଓ ପରସ୍ପର ପ୍ରତି ତ‌ଥା ସେମାନଙ୍କର ପିଲାମାନଙ୍କ ଓ ସମ୍ପର୍କୀୟଙ୍କ ପ୍ରତି ଅନ୍ତର୍ନିହିତ ଅଧିକାର ଓ କର୍ତ୍ତବ୍ୟକୁ ବୁଝାଏ ।

    31 ପଠିତ (↑31 ଗତକାଲିଠାରୁ)10,0,0,0,0,0,0,0,0, 31

    1 ଦିନ ଷ୍ଟ୍ରିକ

    🔍 🗞️
  67. 67

    ଭୁବନେଶ୍ୱର (ଲୋକ ସଭା ନିର୍ବାଚନ ମଣ୍ଡଳୀ)

    ଭୁବନେଶ୍ୱର (ଲୋକ ସଭା ନିର୍ବାଚନ ମଣ୍ଡଳୀ)

    ଭୁବନେଶ୍ୱର ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ ।ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ, ବିଜୁ ଜନତା ଦଳ ପ୍ରାର୍ଥି ମନ୍ମଥ ରାଉତରାୟଙ୍କଠାରୁ ୩୫,୧୫୨ ଖଣ୍ଡ ଭୋଟ ଅଧିକ ପାଇ ନିର୍ବାଚିତ ହୋଇଛନ୍ତି।

    30 ପଠିତ (↓53 ଗତକାଲିଠାରୁ)0,0,0,0,0,0,0,0,83, 30

    2 ଦିନ ଷ୍ଟ୍ରିକ

    🔍 🗞️
  68. 68

    ଇଲିୟାନା ଡି' କ୍ରୁଜ

    ଇଲିୟାନା ଡି' କ୍ରୁଜ

    ଇଲିୟାନା ଡି' କ୍ରୁଜ (ଜନ୍ମ ୧ ନଭେମ୍ବର ୧୯୮୭) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି, ମୂଖ୍ୟତଃ ତେଲୁଗୁ ଚ୍ଚଳଚ୍ଚିତ୍ରରେ ଅଭିନୟ କରନ୍ତି। ସେ ନିଜ ଭବିଷ୍ୟତ ମଡେଲିଂରୁ ଆରମ୍ଭ କରିଥିଲେ ଏବଂ ୨୦୦୬ ମସିହାରେ ସେ ବାୟ ବି ଏସ୍ ଚୌଧୁରୀଙ୍କ ଦେବଦାସୁରୁ ନିଜ ଚ୍ଚଳଚ୍ଚିତ୍ର ଭବିଷ୍ୟତ ଆରମ୍ଭ କରିଥିଲେ। ଏହାପରେ ସେ ପୋକ୍କିରୀ(୨୦୦୬), ଜଲସା(୨୦୦୮) ଓ କିକ୍ରେ ଅଭିନୟ କରି ବ୍ୟବସାୟିକ ସଫଳତା ପାଇଥିଲେ। ପରେ ସେ ନିଜକୁ ତେଲୁଗୁ ସିନେମାର ଅଗ୍ରଣୀ ଅଭିନେତ୍ରୀ ରୂପେ ପ୍ରମାଣିତ କରିଥିଲେ।କେଡି ଚ୍ଚଳଚ୍ଚିତ୍ରରେ ଅଭିନୟ କରି ସେ ତାମିଲ ଚ୍ଚଳଚ୍ଚିତ୍ରରେ ପାଦ ଦେଇଥିଲେ।

    29 ପଠିତ (↑29 ଗତକାଲିଠାରୁ)0,0,0,0,0,0,0,0,0, 29

    1 ଦିନ ଷ୍ଟ୍ରିକ

    🔍 🗞️
  69. 69

    କାହ୍ନୁଚରଣ ମହାନ୍ତି

    କାହ୍ନୁଚରଣ ମହାନ୍ତି

    କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬–୬ ଅପ୍ରେଲ ୧୯୯୪) ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଥିଲେ । ୧୯୩୦ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ ରଚନା କରିଥିଲେ । ତାଙ୍କର କେତେକ ଜଣାଶୁଣା ଉପନ୍ୟାସ ମଧ୍ୟରେ କା, ବାଲିରାଜା, ଶାସ୍ତି, ହା' ଅନ୍ନ, ଝଞ୍ଜା, ଶର୍ବରୀ, ତମସା ତୀରେ ଅନ୍ୟତମ । ୧୯୫୬ ମସିହାରେ ପ୍ରକାଶିତ ଉପନ୍ୟାସ କା ପାଇଁ ସେ ୧୯୫୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ସେ ସାହିତ୍ୟ ଏକାଡେମୀର ଫେଲୋ ମଧ୍ୟ ହୋଇଥିଲେ । ତାଙ୍କୁ "ଓଡ଼ିଶୀର ଅନ୍ୟତମ ଲୋକପ୍ରିୟ ଉପନ୍ୟାସକାର" ଭାବରେ ବିବେଚନା କରାଯାଏ । ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

    27 ପଠିତ (↑27 ଗତକାଲିଠାରୁ)0,0,13,0,0,0,0,0,0, 27

    1 ଦିନ ଷ୍ଟ୍ରିକ

    🔍 🗞️
  70. 70

    ଉତ୍କଳ ସାହିତ୍ୟ ସମାଜ

    ଉତ୍କଳ ସାହିତ୍ୟ ସମାଜ

    ଉତ୍କଳ ସାହିତ୍ୟ ସମାଜ (ସ୍ଥାପନା: ୧୮୯୪) ଓଡ଼ିଶାର କଟକଠାରେ ଅବସ୍ଥାପିତ ଏକ ସାହିତ୍ୟ ଅନୁଷ୍ଠାନ । ଏହା କଟକ ନର୍ମାଲ ସ୍କୁଲରୁ ସେଠାକାର ତତ୍କାଳୀନ ଅଧ୍ୟକ୍ଷ ମଧୁସୂଦନ ରାଓଙ୍କଦ୍ୱାରା ଛାତ୍ରମାନଙ୍କର ଓଡ଼ିଆ ଭାଷା ଓ ସାହିତ୍ଯର ଉନ୍ନତି ସକାଶେ ଆଲୋଚନାସଭା ନାମରେ ଆରମ୍ଭ ହୋଇ ପରେ ଓଡ଼ିଆ ସାହିତ୍ୟ ଚର୍ଚ୍ଚାର କେନ୍ଦ୍ର ହୋଇଥିଲା । ଏହା ପରେ ୧୯୦୩ ମସିହା ମଇ ମାସ ୭ ତାରିଖରେ ବିଧିବଦ୍ଧ ଭାବେ ଗଠିତ ହେଲା ।

    27 ପଠିତ (↑27 ଗତକାଲିଠାରୁ)0,0,0,0,0,0,0,0,0, 27

    1 ଦିନ ଷ୍ଟ୍ରିକ

    🔍 🗞️
  71. 71

    ବିଶ୍ଵ କମ୍ପ୍ୟୁଟର ସାକ୍ଷରତା ଦିବସ

    ବିଶ୍ଵ କମ୍ପ୍ୟୁଟର ସାକ୍ଷରତା ଦିବସ

    ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ ଭାରତୀୟ କମ୍ପ୍ୟୁଟର କମ୍ପାନୀ National Institute of Information Technology (NIIT)ଦ୍ୱାରା ଏହାର ୨୦ତମ ବାର୍ଷିକୀ ପାଳନ କରିବା ଅବସରରେ ୨୦୦୧ରେ ଆରମ୍ଭ କରାଯାଇଥିଲା । ପ୍ରତିବର୍ଷ ଡିସେମ୍ବର ୨ ତାରିଖରେ ଏହି ଦିବସ ପାଳନ କରାଯାଏ ।

    27 ପଠିତ (↑27 ଗତକାଲିଠାରୁ)0,0,0,0,0,0,0,0,0, 27

    1 ଦିନ ଷ୍ଟ୍ରିକ

    🔍 🗞️
  72. 72

    ଜଗନ୍ନାଥ

    ଜଗନ୍ନାଥ

    27 ପଠିତ (0 ଗତକାଲିଠାରୁ)32,33,27,39,26,27,35,36,27, 27

    9+ ଦିନ ଷ୍ଟ୍ରିକ

    🔍 🗞️
  73. 73

    ମଧୁସୂଦନ ରାଓ

    ମଧୁସୂଦନ ରାଓ

    ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।

    26 ପଠିତ (↑6 ଗତକାଲିଠାରୁ)13,20,32,39,39,44,22,17,20, 26

    9+ ଦିନ ଷ୍ଟ୍ରିକ

    🔍 🗞️
  74. 74

    ଭାରତର ଜାତୀୟ ପ୍ରତୀକ

    ଭାରତର ଜାତୀୟ ପ୍ରତୀକ

    26 ପଠିତ (↓3 ଗତକାଲିଠାରୁ)0,0,0,0,0,0,0,0,29, 26

    2 ଦିନ ଷ୍ଟ୍ରିକ

    🔍 🗞️
  75. 75

    ଗୋପୀନାଥ ମହାନ୍ତି

    ଗୋପୀନାଥ ମହାନ୍ତି

    ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍‍ଜୋସ୍‍ ଷ୍ଟେଟ୍‍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।

    26 ପଠିତ (↑26 ଗତକାଲିଠାରୁ)48,58,31,23,34,32,28,33,0, 26

    1 ଦିନ ଷ୍ଟ୍ରିକ

    🔍 🗞️
  76. 76

    କଣ୍ଟିଲୋ

    କଣ୍ଟିଲୋ

    କଣ୍ଟିଲୋ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଏକ ପଞ୍ଚାୟତ ତଥା ଏକ ପର୍ଯ୍ୟଟନ ସ୍ଥଳୀ ଅଟେ । ଏହି ସ୍ଥାନଟି ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଜନସଂଖ୍ୟା ଦୃଷ୍ଟିରୁ ଏହି ଗ୍ରାମ ଜିଲ୍ଲାର ଏକ ବଡ଼ ଗ୍ରାମ ଭାବେ ପରିଗଣିତ ହୋଇଥାଏ। ଏହା କଂସା ଓ ପିତ୍ତଳ ବାସନ ନିମନ୍ତେ କଣ୍ଟିଲୋ ଓଡ଼ିଶା ପ୍ରସିଦ୍ଧ।

    24 ପଠିତ (↓5 ଗତକାଲିଠାରୁ)0,0,0,0,0,0,0,0,29, 24

    2 ଦିନ ଷ୍ଟ୍ରିକ

    🔍 🗞️
  77. 77

    ଗୋଦାବରୀଶ ମିଶ୍ର

    ଗୋଦାବରୀଶ ମିଶ୍ର

    ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

    24 ପଠିତ (↑24 ଗତକାଲିଠାରୁ)22,27,22,20,20,19,15,0,0, 24

    1 ଦିନ ଷ୍ଟ୍ରିକ

    🔍 🗞️
  78. 78

    ରାଧାନାଥ ରାୟ

    ରାଧାନାଥ ରାୟ

    କବିବର ରାଧାନାଥ ରାୟ (୧୮୪୮-୧୯୦୮) ଜଣେ ଭାରତୀୟ ଓଡ଼ିଆ ସାହିତ୍ୟିକ ଥିଲେ ଏବଂ ସେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା ଭାବରେ ପରିଚିତ ।

    24 ପଠିତ (0 ଗତକାଲିଠାରୁ)35,32,36,37,23,20,26,56,24, 24

    9+ ଦିନ ଷ୍ଟ୍ରିକ

    🔍 🗞️
  79. 79

    ଓଡ଼ିଶା

    ଓଡ଼ିଶା

    ଓଡ଼ିଶା, ହେଉଛି ପୂର୍ବ ଭାରତରେ ଅବସ୍ଥିତ ଭାରତର ଏକ ରାଜ୍ୟ । ଆୟତନ ଦୃଷ୍ଟିରୁ ଏହା ଅଷ୍ଟମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ୪ କୋଟି ୧୦ ଲକ୍ଷରୁ ଅଧିକ ଅଧିବାସୀଙ୍କ ସହିତ ଏହା ଏକାଦଶ ବୃହତ୍ତମ ରାଜ୍ୟ । ଏହି ରାଜ୍ୟରେ ଭାରତର ତୃତୀୟ ସର୍ବାଧିକ ଅନୁସୂଚିତ ଜନଜାତି ବାସ କରନ୍ତି । ଏହାର ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ବଙ୍ଗୋପସାଗର କୂଳରେ ଓଡ଼ିଶାର ୪୮୫ କି.ମି.

    24 ପଠିତ (↓2 ଗତକାଲିଠାରୁ)41,40,31,26,41,27,37,23,26, 24

    9+ ଦିନ ଷ୍ଟ୍ରିକ

    🔍 🗞️
  80. 80

    ସୁରେନ୍ଦ୍ର ମହାନ୍ତି

    ସୁରେନ୍ଦ୍ର ମହାନ୍ତି

    ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

    23 ପଠିତ (↑23 ଗତକାଲିଠାରୁ)41,205,106,52,40,56,36,16,0, 23

    1 ଦିନ ଷ୍ଟ୍ରିକ

    🔍 🗞️
  81. 81

    ସଚ୍ଚିଦାନନ୍ଦ ରାଉତରାୟ

    ସଚ୍ଚିଦାନନ୍ଦ ରାଉତରାୟ

    '

    23 ପଠିତ (↓9 ଗତକାଲିଠାରୁ)12,27,18,39,14,23,37,28,32, 23

    9+ ଦିନ ଷ୍ଟ୍ରିକ

    🔍 🗞️
  82. 82

    ନବଯୌବନ ବେଶ

    ନବଯୌବନ ବେଶ

    ନବଯୌବନ ବେଶ ଶ୍ରୀଜୀଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବା ବିଶେଷ ବେଶ ଅଟେ । ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ଭକ୍ତମାନେ ତାଙ୍କର ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ । ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନବଯୌବନ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷ ବ୍ୟାପି ପ୍ରତୀକ୍ଷା କରିଥାଆନ୍ତି । କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ମଧ୍ୟ ହୋଇଥାଏ । ନେତ୍ରୋତ୍ସବର ଅର୍ଥ ହେଲା ମହାପ୍ରଭୁମାନଙ୍କ ଚକ୍ଷୁରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶ ।

    23 ପଠିତ (↓30 ଗତକାଲିଠାରୁ)0,0,0,0,0,0,0,0,53, 23

    2 ଦିନ ଷ୍ଟ୍ରିକ

    🔍 🗞️
  83. 83

    ଲିଙ୍ଗ ପୁରାଣ

    ଲିଙ୍ଗ ପୁରାଣ

    ଲିଙ୍ଗ ପୁରାଣ (ଲିଙ୍ଗପୁରାଣ, IAST: Liṅga-purāṇa) ଅଷ୍ଟାଦଶ ମହାପୁରାଣ ମଧ୍ୟରୁ ଗୋଟିଏ ଏବଂ ଏହା ଶୈବ ଧର୍ମ ସମ୍ବନ୍ଧୀୟ ଗ୍ରନ୍ଥ । ଏହି ପୁରାଣର ନାମ ଲିଙ୍ଗ ବୋଲି ପରିଚିତ, ଯାହା ଭଗବାନ ଶିବଙ୍କ ଚିହ୍ନାତ୍ମକ ପ୍ରତୀକକୁ ସୂଚିତ କରେ । ଲିଙ୍ଗ ପୁରାଣର ରଚୟିତା ଏବଂ ରଚନା-କାଳ ବିଷୟରେ ପ୍ରାମାଣିକ ତଥ୍ୟ ବିଶେଷ ନାହିଁ, କିନ୍ତୁ ବିଶେଷଜ୍ଞମାନଙ୍କ ଅନୁମାନ ଅନୁଯାୟୀ ଏହା ଖ୍ରୀଷ୍ଟାବ୍ଦ ୫ମ୍ ଶତାବ୍ଦୀରୁ ୧୦ମ ଶତାବ୍ଦୀ ମଧ୍ୟରେ ରଚିତ ହୋଇଥିବ। ଏହି ପୁରାଣ ଅନେକ ଭିନ୍ନ ସଂସ୍କରଣରେ ଉପଲବ୍ଧ ଏବଂ କାଳକ୍ରମେ ଏହାର ସଂଶୋଧନ ଏବଂ ବିସ୍ତାର ହୋଇଥିବା ସମ୍ଭାବନା ରହିଛି । ବର୍ତ୍ତମାନ ମିଳିଥିବା ପାଠ୍ୟଟି ଦୁଇଭାଗରେ ବିଭକ୍ତ, ଏବଂ ଏଥିରେ ସମୁଦାୟ ୧୬୩ ଅଧ୍ୟାୟ ରହିଅଛି ।

    23 ପଠିତ (↑23 ଗତକାଲିଠାରୁ)0,0,0,0,0,0,0,0,0, 23

    1 ଦିନ ଷ୍ଟ୍ରିକ

    🔍 🗞️
  84. 84

    ଜଗନ୍ନାଥ ଦାସ

    ଜଗନ୍ନାଥ ଦାସ

    ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ"‌) । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।

    22 ପଠିତ (↓79 ଗତକାଲିଠାରୁ)29,31,42,21,18,17,22,17,101, 22

    9+ ଦିନ ଷ୍ଟ୍ରିକ

    🔍 🗞️
  85. 85

    ଦୁର୍ଗା

    ଦୁର୍ଗା

    ଦୁର୍ଗା (ସଂସ୍କୃତ: दुर्गा, ଅସଂଲିବ: Durgā) ହିନ୍ଦୁ ଧର୍ମର ଏକ ପ୍ରମୁଖ ଦେବୀ । ସେ ଦେବୀଙ୍କ ଏକ ମୁଖ୍ୟ ଦିଗ ଭାବରେ ପୂଜା ପାଆନ୍ତି ଏବଂ ଲୋକପ୍ରିୟ ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଅନ୍ୟତମ ଭାବେ ସମ୍ମାନୀତ । ସେ ସୁରକ୍ଷା, ଶକ୍ତି, ମାତୃତ୍ୱ, ବିନାଶ ଏବଂ ଯୁଦ୍ଧ ସହ ଜଡ଼ିତ । ତାଙ୍କର କିମ୍ବଦନ୍ତୀ ଶାନ୍ତି, ସମୃଦ୍ଧି ଏବଂ ଧର୍ମପ୍ରତି ବିପଦ ସୃଷ୍ଟି କରୁଥିବା ମନ୍ଦ ଏବଂ ଭୂତ ଶକ୍ତିର ମୁକାବିଲା ସମ୍ବନ୍ଧିତ । ଦୁର୍ଗା ନିର୍ଯାତିତଙ୍କ ମୁକ୍ତି ପାଇଁ ଦୁଷ୍ଟମାନଙ୍କ ବିରୁଦ୍ଧରେ ନିଜର ଦିବ୍ୟ କ୍ରୋଧ ପ୍ରକାଶ କରୁଥିବା ଏବଂ ସୃଷ୍ଟିକୁ ସଶକ୍ତ କରିବା ପାଇଁ ବିନାଶ କରୁଥିବା ବିଶ୍ୱାସ କରାଯାଏ ।

    22 ପଠିତ (↓3 ଗତକାଲିଠାରୁ)0,0,0,10,0,0,13,0,25, 22

    2 ଦିନ ଷ୍ଟ୍ରିକ

    🔍 🗞️
  86. 86

    ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

    ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

    ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି।

    22 ପଠିତ (↑22 ଗତକାଲିଠାରୁ)0,0,0,0,0,0,0,21,0, 22

    1 ଦିନ ଷ୍ଟ୍ରିକ

    🔍 🗞️
  87. 87

    ବୀଣାପାଣି ମହାନ୍ତି

    ବୀଣାପାଣି ମହାନ୍ତି

    ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ। ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।

    22 ପଠିତ (↑22 ଗତକାଲିଠାରୁ)0,22,11,16,0,0,0,0,0, 22

    1 ଦିନ ଷ୍ଟ୍ରିକ

    🔍 🗞️
  88. 88

    ମନୋଜ ଦାସ

    ମନୋଜ ଦାସ

    ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।

    22 ପଠିତ (↑3 ଗତକାଲିଠାରୁ)15,33,26,33,18,29,38,17,19, 22

    9+ ଦିନ ଷ୍ଟ୍ରିକ

    🔍 🗞️
  89. 89

    କୋଣାର୍କ ସୂର୍ଯ୍ୟ ମନ୍ଦିର

    କୋଣାର୍କ ସୂର୍ଯ୍ୟ ମନ୍ଦିର

    କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।

    21 ପଠିତ (↑21 ଗତକାଲିଠାରୁ)17,0,0,0,16,0,9,49,0, 21

    1 ଦିନ ଷ୍ଟ୍ରିକ

    🔍 🗞️
  90. 90

    ଗଙ୍ଗାଧର ମେହେର

    ଗଙ୍ଗାଧର ମେହେର

    "ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -

    21 ପଠିତ (↓4 ଗତକାଲିଠାରୁ)56,33,27,31,20,21,25,26,25, 21

    9+ ଦିନ ଷ୍ଟ୍ରିକ

    🔍 🗞️
  91. 91

    ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା

    ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା

    ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା (ଆଇ. ଓ. ଏସ୍.

    21 ପଠିତ (↑21 ଗତକାଲିଠାରୁ)0,0,0,0,0,0,0,0,0, 21

    1 ଦିନ ଷ୍ଟ୍ରିକ

    🔍 🗞️
  92. 92

    ଅନନ୍ତ ପଟ୍ଟନାୟକ

    ଅନନ୍ତ ପଟ୍ଟନାୟକ

    ଅନନ୍ତ ପଟ୍ଟନାୟକ (୧୧ ଜୁନ ୧୯୧୨-୨୫ ଜୁନ ୧୯୮୭) ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ସପ୍ତଶଯ୍ୟାର ସେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।

    21 ପଠିତ (↑21 ଗତକାଲିଠାରୁ)0,0,21,18,19,0,27,0,0, 21

    1 ଦିନ ଷ୍ଟ୍ରିକ

    🔍 🗞️
  93. 93

    ଗୌରୀଶଙ୍କର ରାୟ

    ଗୌରୀଶଙ୍କର ରାୟ

    ଗୌରୀଶଙ୍କର ରାୟ ଜଣେ ଓଡ଼ିଆ ଭାଷା ଆନ୍ଦୋଳନକାରୀ, ଲେଖକ ଓ ପ୍ରକାଶକ । ସେ ଉନବିଂଶ ଶତାବ୍ଦୀ ଓଡ଼ିଆ ନବଜାଗରଣର ପୁରୋଧା । ଗୌରୀଶଙ୍କର ଓଡ଼ିଶାବାସୀ ବଙ୍ଗାଳୀ ଓ ଉତ୍କଳ ସାହିତ୍ୟ ସମାଜର ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ହୋଇ ଓଡ଼ିଆ ଭାଷା ଆନ୍ଦୋଳନରେ ଭାଗନେଇଥିଲେ । ତାଙ୍କର ସମ୍ପାଦନାରେ ପ୍ରଥମ ଓଡ଼ିଆ ପତ୍ରିକା ଉତ୍କଳ ଦୀପିକା ପ୍ରକାଶିତ ହୋଇ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପିତ କରିବାର ଭୂମିକା ଗ୍ରହଣ କରିଥିଲା । ସେ କଟକ ଟାଉନ ହଲର ପ୍ରତିଷ୍ଠାତା ଥିଲେ ।

    21 ପଠିତ (↑21 ଗତକାଲିଠାରୁ)0,0,0,0,0,0,0,0,0, 21

    1 ଦିନ ଷ୍ଟ୍ରିକ

    🔍 🗞️
  94. 94

    ମଧୁସୂଦନ ଦାସ

    ମଧୁସୂଦନ ଦାସ

    ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-

    20 ପଠିତ (↑20 ଗତକାଲିଠାରୁ)14,19,13,0,19,26,17,22,0, 20

    1 ଦିନ ଷ୍ଟ୍ରିକ

    🔍 🗞️
  95. 95

    ରଥଯାତ୍ରା (ବହୁବିକଳ୍ପ)

    ରଥଯାତ୍ରା (ବହୁବିକଳ୍ପ)

    ଓଡ଼ିଶାରେ ମୁଖ୍ୟତଃ ଚାରିଗୋଟି ରଥଯାତ୍ରା ଅନୁଷ୍ଠିତ ହୁଏ । ବର୍ଷର ପ୍ରତି ତିନିମାସରେ ଥରେ ଗୋଟିଏ ରଥଯାତ୍ରା ହୁଏ । ଚୈତ୍ରମାସ ଶୁକ୍ଳ ଅଷ୍ଟମୀରେ ରୁକୁଣା ରଥଯାତ୍ରା, ଆଷାଢ ମାସ ଦ୍ୱିତୀୟାରେ ଗୁଣ୍ଡିଚା ରଥଯାତ୍ରା, ଆଶ୍ୱିନରେ ଦୁର୍ଗାଙ୍କ ଏବଂ ମାଘ ମାସ ପଞ୍ଚମୀରେ କୋଣାର୍କ ସୌର ରଥଯାତ୍ରା ପାଳନ ହେଉଥିବାର ପୁରାଣରେ ବର୍ଣ୍ଣନା ଅଛି । କିନ୍ତୁ ପ୍ରତି ତିନି ମାସ ବ୍ୟବଧାନରେ ଗୋଟିଏ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ କୋଣାର୍କର ସୌର ରଥଯାତ୍ରା ମାଘ ମାସ ପରିବର୍ତ୍ତେ ପୌଷମାସରେ ଅନୁଷ୍ଠିତ ହୁଏ ।

    20 ପଠିତ (↑20 ଗତକାଲିଠାରୁ)0,0,0,0,0,0,0,0,0, 20

    1 ଦିନ ଷ୍ଟ୍ରିକ

    🔍 🗞️
  96. 96

    ଦିବ୍ୟସିଂହ ଦେବ

    ଦିବ୍ୟସିଂହ ଦେବ

    ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହା ଜୁଲାଇ ୭ ତାରିଖରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହୋଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ.

    19 ପଠିତ (↑19 ଗତକାଲିଠାରୁ)0,0,0,15,0,0,0,0,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  97. 97

    ଭୀମ ଭୋଇ

    ଭୀମ ଭୋଇ

    ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।

    19 ପଠିତ (↑19 ଗତକାଲିଠାରୁ)17,18,14,0,0,14,14,0,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  98. 98

    ଓଡ଼ିସା

    ଓଡ଼ିସା

    19 ପଠିତ (↑19 ଗତକାଲିଠାରୁ)0,15,0,0,0,0,0,0,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  99. 99

    ଓଡ଼ିଆ ଭାଷା

    ଓଡ଼ିଆ ଭାଷା

    ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।

    19 ପଠିତ (↑19 ଗତକାଲିଠାରୁ)23,17,16,15,20,24,11,0,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  100. 100

    ଜୟ ଜଗନ୍ନାଥ

    ଜୟ ଜଗନ୍ନାଥ

    ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ବହୁଭାଷି କଥାଚିତ୍ର ଜୟ ଜଗନ୍ନାଥ ୨୦୦୭ ମସିହା ରଥଯାତ୍ରା ଅବସରରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ଓଡ଼ିଆ ଓ ହିନ୍ଦୀ ଭାଷାରେ ତିଆରି କରାଯାଇଥିଲା । ପରେ ଏହାକୁ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ଅନୁଦିତ କରାଯାଇ ଥିଲା ।

    18 ପଠିତ (↑18 ଗତକାଲିଠାରୁ)13,26,15,16,19,14,17,20,0, 18

    1 ଦିନ ଷ୍ଟ୍ରିକ

    🔍 🗞️