ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହା ଜୁଲାଇ ୭ ତାରିଖରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହୋଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ.
ଗଜପତି ବୀରକିଶୋର ଦେବ (୨ ଜୁଲାଇ ୧୯୨୯ - ୮ ଜୁଲାଇ ୧୯୭୦) ପୁରୀର ଗଜପତି ମହାରାଜା ଥିଲେ । ସେ ଓଡ଼ିଶା ରାଜନୀତିରେ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ବୀରକିଶୋର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖୋର୍ଦ୍ଧା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଡାହୁକ ବୋଲି ଜଗନ୍ନାଥଙ୍କ ରଥ ଯାତ୍ରା ବେଳେ ରଥ ଉପରେ ବୋଲାଯାଉଥିବା ଗୀତ । ଏହି ଗୀତିଗୁଡିକ ଡାହୁକମାନଙ୍କ ଦେଇ ବୋଲାଯାଉଥିବାରୁ ଏହାକୁ "ଡାହୁକ ଗୀତ" ମଧ୍ୟ କୁହାଯାଏ । ଡାହୁକ ବୋଲି ବିନା ରଥ ଗଡେ ନାହିଁ ବୋଲି ପ୍ରବାଦ ଅଛି ଏବଂ ଏହି ଡାହୁକଗୀତ "ରଥଟଣା"ରେ ଏକ ମୂଖ୍ୟ ଭୂମିକା ନିର୍ବାହ କରି ଆସୁଅଛି । ଏହା ବୌଦ୍ଧ ଧର୍ମ ଅନ୍ତର୍ଗତ ବଜ୍ରଯାନୀ ପରମ୍ପରାର ଅବଶେଷ ତଥା ଏହାର ପଦଗୁଡ଼ିକ ବୌଦ୍ଧ ଚର୍ଯା ସାହିତ୍ୟର ସନ୍ତକ ହୋଇଥିବାବେଳେ ଡାହୁକମାନଙ୍କୁ ଚର୍ଯାପଦର ସିଦ୍ଧମାନଙ୍କର ବଂଶଧର ବୋଲି ବିଶ୍ୱାସ କରାଯାଏ ।
ପାଣିପାଗ (ଇଂରାଜୀ ଭାଷାରେ Weather) ବାୟୁମଣ୍ଡଳର (atmosphere) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରୁ ପାଗ କେତେ ଡିଗ୍ରୀ ଗରମ ବା ଥଣ୍ଡା, ଓଦା ବା ଶୁଷ୍କ, ଶାନ୍ତ ବା ତୋଫାନୀ, ପରିଷ୍କାର ବା ମେଘୁଆ ରହିବ, ତାହାର ବର୍ଣ୍ଣନା ମିଳେ । ଅଧିକାଂଶ ପାଗ ପରିବର୍ତ୍ତନ ବାୟୁମଣ୍ଡଳର ସ୍ଟ୍ରାଟୋସ୍ଫିଅରର (stratosphere) ଠିକ୍ ତଳ ଭାଗରେ ଥିବା ଟ୍ରୋଫୋସ୍ଫିଅରରେ (troposphere) ହୁଏ । ଦୈନନ୍ଦିନ ଉତ୍ତାପ ଓ ପ୍ରେସିପିଟେସନ (precipitation) କାର୍ଯ୍ୟକଳାପକୁ ପାଣିପାଗ କୁହାଯାଏ ଓ ଦୀର୍ଘ ସମୟରେ ପାଗର ହାରାହାରି ଅବସ୍ଥାକୁ ଜଳବାୟୁ (climate) କୁହାଯାଏ । ନିର୍ଦ୍ଧିଷ୍ଟ ଭାବରେ କୌଣସି ବିଷୟର ଅବତାରଣା ନଥିଲେ ପାଣିପାଗକୁ ପୃଥିବୀର (Earth) ପାଣିପାଗ ବୁଝାଏ ।
ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ । ପ୍ରତ୍ୟେକ ବର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତିନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ପହଣ୍ଡିର ଆଭିଧାନିକ ଅର୍ଥ ହେଉଛି ପାଦରେ ଭ୍ରମଣ । ପହଣ୍ଡି ବିଜେ ଶ୍ରୀମନ୍ଦିରର ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ହୋଇ ଆସୁଥିବା ବିଦ୍ଧି ସମ୍ବନ୍ଧୀୟ କ୍ରିୟାପଦ୍ଧତି । ପହଣ୍ଡି ପୁଣି ଦୁଇ ଭାଗରେ ବିଭକ୍ତ ଯଥା:- ଧାଡି ପହଣ୍ଡି ଓ ଗୋଟି ପହଣ୍ଡି। ସ୍ନାନଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ନେବା ସମୟରେ ଯେଉଁ ପହଣ୍ଡି ହୁଏ ତାହାକୁ ଧାଡି ପହଣ୍ଡି କୁହାଯାଏ । ରଥଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ରଥ ଉପରକୁ ଓ ରଥରୁ ମନ୍ଦିରକୁ ନେବା ସମୟରେ ଯେଉଁ ପହଣ୍ଡି କରାଯାଏ ତାହାକୁ ଗୋଟି ପହଣ୍ଡି କୁହାଯାଇଥାଏ । ଏହି ଦୁଇ ପ୍ରକାରର ପହଣ୍ଡି କେବଳ ବିଗ୍ରହମାନଙ୍କୁ ପହଣ୍ଡି ସମୟରେ ଘୁଞ୍ଚାଇବାର ତରୀକା ବ ଢଙ୍ଗକୂ ବୁଝାଇଥାଏ । ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ବାହୁ ଥିବାଯୋଗୁଁ ଦୁଇ ବିଗ୍ରହଙ୍କୁ ସମୟ ସମୟରେ ଭୂମିକୁ ଛୁଆଁଇ କରି ପହଣ୍ଡି କରାଯାଇଥାଏ । କିନ୍ତୁ ଦେବୀ ସୁଭଦ୍ର ଓ ସୁଦର୍ଶନଙ୍କ ବାହୁ ନଥିବା ଯୋଗୁଁ ସେମାନଙ୍କୁ ଶାଇତ ରୂପେ ବୁହାଇ ପହଣ୍ଡି କରାଯାଇଥାଏ ।
ପୁରୀ ଗଜପତି ମହାରାଜା ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟତୀତ ଦୋଳବେଦୀରେ , ସ୍ନାନବେଦୀରେ ଓ ଚାପଉପରେ ଛେରା ପହଁରା ସେବା କରନ୍ତି । ସେହି ସ୍ଥାନକୁ ସୁନା ପହଁରାରେ ଓଳେଇ ସଫା କରିଥାନ୍ତି । ଶ୍ରୀଗୁଣ୍ଡିଚା ଓ ବାହୁଡା଼ ଯାତ୍ରାର ଅନ୍ୟତମ ମୂଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ତିନି ରଥ ଉପରେ ଛେରାପହଁରା ସେବା । ଏହି ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।
ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଶ୍ରୀମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ । ପ୍ରତ୍ୟେକ ବର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତୋନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବଡଭାଇ ଶ୍ରୀ ବଳଭଦ୍ର ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ତାଳଧ୍ୱଜ।
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ। ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଓଡ଼ିଶା, ହେଉଛି ପୂର୍ବ ଭାରତରେ ଅବସ୍ଥିତ ଭାରତର ଏକ ରାଜ୍ୟ । ଆୟତନ ଦୃଷ୍ଟିରୁ ଏହା ଅଷ୍ଟମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ୪ କୋଟି ୧୦ ଲକ୍ଷରୁ ଅଧିକ ଅଧିବାସୀଙ୍କ ସହିତ ଏହା ଏକାଦଶ ବୃହତ୍ତମ ରାଜ୍ୟ । ଏହି ରାଜ୍ୟରେ ଭାରତର ତୃତୀୟ ସର୍ବାଧିକ ଅନୁସୂଚିତ ଜନଜାତି ବାସ କରନ୍ତି । ଏହାର ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ବଙ୍ଗୋପସାଗର କୂଳରେ ଓଡ଼ିଶାର ୪୮୫ କି.ମି.
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଟାହିଆ ଲାଗି ବେଶ ଶ୍ରୀଜଗନ୍ନାଥଙ୍କ ପହଣ୍ଡିବିଜେ ସମୟରେ ଦେଖିବାକୁ ମିଳିଥାଏ । ରଥଯାତ୍ରା ପାଇଁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଧାଡି ପହଣ୍ଡିରେ ରଥ ଉପରକୁ ଆସନ୍ତି । ସେହି ସମୟରେ ପ୍ରଭୁମାନଙ୍କୁ ସୁନ୍ଦର ଟାହିହା ମାନ ପିନ୍ଧାଇ ଦିଆଯାଇଥାଏ । ଏହି ମନଲୋଭା ବେଶକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଉତ୍ସୁକ ଥାଆନ୍ତି । ଏହି ଟାହିଆ ବା ମୁକୁଟ ବେତ-ବାଉଁଶ, ସୋଲ ଓ ଫୁଲରେ ନିର୍ମିତ ହୋଇଥାଏ । ପାନପତ୍ର ଆକୃତିର ଟାହିଆଗୁଡିକର ଉଚ୍ଚତା ପ୍ରାୟ ଛଅ ଫୁଟ ଏବଂ ବ୍ୟାସ ସାଢେ ଆଠ ଫୁଟ । ସୋଲ ତିଆରି କଦମ୍ବ ଫୁଲ ଟାହିଆକୁ ସୁଦୃଶ୍ୟ କରି ଗଢିଥାଏ । ଟାହିଆ ପିନ୍ଧା ସମୟର ବେଶକୁ ଟାହିଆଲାଗି ବେଶ କୁହାଯାଏ ।
ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ ଏଇଟା ଗୋଟେ ମାଦର୍ଚୋଡ ରାନ୍ଦୁୱା ଚମ୍ମାର ଦେଶ ଅଛି ୟେହି india କୁ ମୁ ଭାଙ୍ଗିଦେବୀ 1000 ଖଣ୍ଡ କରିବି ମାଦର୍ଚ୍ଚୋଡ
ରଥ ପୁରୀରେ ରଥ ଯାତ୍ରା ସମୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହକୁ ଗୁଣ୍ଡିଚା ମନ୍ଦିରକୁ ନେବା ପାଇଁ ବ୍ୟବହୃତ କାଠତିଆରି ଯାନ । ତିନିଗୋଟି ରଥରେ ପୁଷ୍ୟାନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ବିଗ୍ରହମାନ ରଥରେ ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରି ସେଠାରେ ସପ୍ତାହକାଳ ଅବସ୍ଥାନ ପରେ ଦଶମୀ ଦିନ ବଡ଼ ଦେଉଳକୁ ବାହୁଡ଼ନ୍ତି । ଗୁଣ୍ଡିଚା ମନ୍ଦିରକୁ ଯିବା ଦିନକୁ ରଥଯାତ୍ରା ବା ଗୁଣ୍ଡିଚା ଫେରିବା ଦିନକୁ ବାହୁଡ଼ା ଯାତ୍ରା ବୋଲାଯାଏ ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ମାଦଳା ପାଞ୍ଜି ଓଡ଼ିଶାରେ ରାଜତ୍ୱ କରୁଥିବା ବିଭିନ୍ନ ରାଜବଂଶର ଏକ ଇତିହାସ ପୋଥି ତଥା ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ପାଖରେ ପୂଜିତ । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀଠାରୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଇତିବୃତ୍ତ ଏଥିରୁ ମିଳିଥାଏ । ରାଜା ଓ ମନ୍ଦିରର ଇତିହାସ ଲେଖିବାପାଇଁ ସଙ୍କଳ୍ପ କରିଥିବା ଲିଖନକାରମାନେ ମଝିରେ ମଝିରେ ବିଭିନ୍ନ କିମ୍ବଦନ୍ତୀ ପ୍ରୟୋଗ କରିବାରେ ଗ୍ରନ୍ଥଟି ସାହିତ୍ୟିକ ମର୍ଯ୍ୟାଦା ଲାଭ କରିପାରିଛି । ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶରେ ଉଭୟ ଭାଷା ଓ ଶୈଳୀ ଦୃଷ୍ଟିରୁ ମାଦଳାପାଞ୍ଜିର ସ୍ଥାନ ସ୍ୱତନ୍ତ୍ର ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଧାନ ସେବକ ଭାବେ ଗଜପତି ମହାରାଜାଙ୍କର ସେବା ହେଉଛି ବଂଶାନୁକ୍ରମିକ । ଏହା ଏକା ଏକା ସେବା ସେବା, ଗୋଷ୍ଠୀ ସେବା ନୁହେଁ । ଶ୍ରୀଜଗନ୍ନାଥ ମନ୍ଦିର ସ୍ୱତ୍ୱଲିପିରେ ଏହିସେବାକୁ ଗଜପତି ମହାରାଜା ସେବା ଭାବରେ ଉଲ୍ଲେଖ କରାଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ସେବକ ଭାବେ ଗଜପତି ମହାରାଜା ପ୍ରତ୍ୟହ ଶ୍ରୀମନ୍ଦିରରୁ ଖେଇ ସ୍ୱରୂପ ମହାପ୍ରସାଦ ପାଇଥାନ୍ତି । ପ୍ରତିଦିନ ମହାପ୍ରଭୁ (ଜଗନ୍ନାଥ) ବାଡ଼ପହୁଡ଼ ସମୟର ମାଳଚୂଳ, ପଇଡ଼ ଇତ୍ୟାଦି ଏବଂ ମଙ୍ଗଳ ଆଳତି ପ୍ରସାଦ ଚର୍ଚ୍ଚା କର୍ମଚାରୀ ଶ୍ରୀନଅରକୁ ନେଇଥାନ୍ତି । ମହାପ୍ରଭୁଙ୍କ ଅବକାଶ ନୀତି ଜଳ ପ୍ରତିଦିନ ମୂଖପ୍ରଖାଳ ପ୍ରତିହାରୀ ଶ୍ରୀନଅରରେ ଦିଅନ୍ତି । ବଡୁ ମହାପାତ୍ର ପ୍ରତ୍ୟେକ ଧୂପରେ, ପର୍ବପର୍ବାଣି ଦିନମାନଙ୍କରେ ଶ୍ରାଦ୍ଧ ଓ ସ୍ୱନକ୍ଷତ୍ର ଦିବସରେ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ତାଟ ଦିଅନ୍ତି । ମହାରାଣୀ ଓ ଜେନାମଣି ଖେଇ ସ୍ୱରୂପ ମହାପ୍ରସାଦ ପାଇଥାନ୍ତି । ଗଜପତି ମହାରାଜା, ମହାରାଣୀ ଏବଂ ଜେନାମଣିଙ୍କ ସ୍ୱନକ୍ଷତ୍ରରେ ଶ୍ରୀମନ୍ଦିରରେ ଅଧିକ ଭୋଗ ହୋଇ ଶ୍ରୀନଅରକୁ ତାଟ ଯାଏ । ପ୍ରତି ଏକାଦଶୀ ତିଥି ନିଶାର୍ଦ୍ଧରେ ଗଜପତିଙ୍କ ଶୁଭକାମନା କରି ଶ୍ରୀମନ୍ଦିର ନୀଳଚକ୍ରଠାରେ ମହାଦୀପ ଉଠେ ।
ଚକ୍ରଧର ବେହେରା (୧୬ ଜୁଲାଇ ୧୮୯୪ - ୧ ଜାନୁଆରୀ ୧୯୭୩), ଲୋକପ୍ରିୟ ବିପ୍ଲବୀ ଭାବରେ ପରିଚିତ। ସେ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ ଓ କବି ଥିଲେ । ସେ ବ୍ରିଟିଶ ସରକାର ଓ କନିକା ରାଜାଙ୍କ ମିଳିତ ଶକ୍ତି ବିରୋଧରେ ହେଇଥିବା ଚାଷୀ ବିଦ୍ରୋହର ମୁଖ୍ୟ ନାୟକ ଥିଲେ। ସେ ମଧ୍ୟ ସ୍ୱାଧୀନତା ପୂର୍ବରୁ ଏବଂ ସ୍ୱାଧୀନତା ପରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ।
ମଙ୍ଗଳୁ ଚରଣ ବିଶ୍ୱାଳ (୪ ମେ ୧୯୩୫–୧୧ ଜାନୁଆରୀ ୨୦୨୧) ଜଣେ ଭାରତୀୟ ସାହିତ୍ୟିକ ଓ ଶିକ୍ଷକ ଥିଲେ । ସେ ଓଡ଼ିଆ ଓ କୋଶଳୀ ଭାଷାରେ ସାହିତ୍ୟ ରଚନା ନିମନ୍ତେ ଜଣାଶୁଣା ଥିଲେ । ଶିକ୍ଷକତା ବୃତ୍ତିରେ ପାରଦର୍ଶିତା ନିମନ୍ତେ ସେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଗଳ୍ପ, କବିତା, ନାଟକ, ଶିଶୁସାହିତ୍ୟ ଆଦି ସାହିତ୍ୟର ବହୁ ବିଭାଗରେ ତାଙ୍କର ଅବଦାନ ରହିଥିଲା ।
"ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ନିସନ୍ଦେହରେ ଅଲିମ୍ପିକ ହିଁ ହେଉଛି ବିଶ୍ୱର ସର୍ବବୃହତ ତଥା ସର୍ବଶ୍ରେଷ୍ଠ କ୍ରୀଡ଼ା ମହୋତ୍ସବ । କ୍ରୀଡ଼ାର ଉତ୍କର୍ଷ,ପାରସ୍ପରିକ ପ୍ରତିଦ୍ୱନ୍ଦିତା,ଏହାର ଲୋକପ୍ରିୟତା ଆଦି ସମସ୍ତ ଦୃଷ୍ଟିକୋଣରୁ ଅଲିମ୍ପିକ କ୍ରୀଡ଼ା ବିଶ୍ୱର ଅନ୍ୟାନ୍ୟ ସମସ୍ତ ପ୍ରତିଯୋଗିତାଠାରୁ ରହିଛି ଅନେକ ଆଗରେ । ବିଶ୍ୱର ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରି ସଫଳତା ହାସଲ କରିବ । ଅର୍ଥ କ୍ରୀଡ଼ାଜଗତର ସର୍ବୋଚ୍ଚ ସୋପାନରେ ଉପନୀତ ହେବା । ସେଥିପାଇଁ ଅଲିମ୍ପିକ ପ୍ରତିଯୋଗିତାର ଆକର୍ଷଣ ସବୁ ସମୟରେ ଉନ୍ମାଦିତ କରିଆସିଛି ବିଶ୍ୱର ସମସ୍ତ ଦେଶର ପ୍ରତିଯୋଗୀମାନଙ୍କୁ । ତାହା ଗ୍ରୀଷ୍ମକାଳୀନ ଅଲିମ୍ପିକ ହେଉ ବା ଶୀତକାଳୀନ ଅଲିମ୍ପିକ, ଏହାର ରୋମାଞ୍ଚ,ଏହାର ଉତ୍ତେଜନା ସବୁବେଳେ ସମାନ ।.
ନିତ୍ୟାନନ୍ଦ ମହାପାତ୍ର ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଏବଂ ଓଡ଼ିଆ ଔପନ୍ୟାସିକ ଥିଲେ । ସେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୭-୭୧ରେ ସେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱାଧିନ ସ୍ୱତନ୍ତ୍ର ଜନ କଂଗ୍ରେସ ଶାସନ ସମୟରେ ସେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଥିଲେ । ସେ ଥରେ ଜନ କଂଗ୍ରେସରୁ ଓ ଦୁଇଥର ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବ୍ରିଟିଶ ଶାସନ ବିରୁଦ୍ଧରେ ଆନ୍ଦୋଳନ କରି ସେ ତିନିଥର କାରାବରଣ କରିଥିଲେ । ସେ ୧୧ ଖଣ୍ଡ ଉପନ୍ୟାସ, ୪ ଖଣ୍ଡ ଗଳ୍ପ ସଙ୍କଳନ ଓ ଏକାଧିକ କବିତା ସଙ୍କଳନ ରଚନା କରିଥିଲେ ।
ଓଡ଼ିଶାରେ ମୁଖ୍ୟତଃ ଚାରିଗୋଟି ରଥଯାତ୍ରା ଅନୁଷ୍ଠିତ ହୁଏ । ବର୍ଷର ପ୍ରତି ତିନିମାସରେ ଥରେ ଗୋଟିଏ ରଥଯାତ୍ରା ହୁଏ । ଚୈତ୍ରମାସ ଶୁକ୍ଳ ଅଷ୍ଟମୀରେ ରୁକୁଣା ରଥଯାତ୍ରା, ଆଷାଢ ମାସ ଦ୍ୱିତୀୟାରେ ଗୁଣ୍ଡିଚା ରଥଯାତ୍ରା, ଆଶ୍ୱିନରେ ଦୁର୍ଗାଙ୍କ ଏବଂ ମାଘ ମାସ ପଞ୍ଚମୀରେ କୋଣାର୍କ ସୌର ରଥଯାତ୍ରା ପାଳନ ହେଉଥିବାର ପୁରାଣରେ ବର୍ଣ୍ଣନା ଅଛି । କିନ୍ତୁ ପ୍ରତି ତିନି ମାସ ବ୍ୟବଧାନରେ ଗୋଟିଏ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ କୋଣାର୍କର ସୌର ରଥଯାତ୍ରା ମାଘ ମାସ ପରିବର୍ତ୍ତେ ପୌଷମାସରେ ଅନୁଷ୍ଠିତ ହୁଏ ।
ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS-CoV-2) ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।
ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ବିଶ୍ୱନାଥ କର, ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା, (୨୪ ଡିସେମ୍ବର ୧୮୬୪–୧୯ ଅକ୍ଟୋବର ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ, ବାଗ୍ମୀ ଥିଲେ । ସେ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ଥିଲେ ଓ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ତଥା ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ "ରାୟ ବାହାଦୁର" ଉପାଧୀ ପାଇ ତାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ ବିବିଧା ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ । ପୁସ୍ତକଟି ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ ଉତ୍କଳ ସାହିତ୍ୟରେ ପୂର୍ବରୁ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧୀନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .
ଗଜପତି ଜିଲ୍ଲା ହେଉଛି ଭାରତର ଓଡ଼ିଶା ରାଜ୍ୟର ଦକ୍ଷିଣାଞ୍ଚଳରେ ଅବସ୍ଥିତ ଏକ ପ୍ରଶାସନିକ ଜିଲ୍ଲା। ୧୯୯୨ ମସିହା ଅକ୍ଟୋବର ୨ ତାରିଖରେ ଏହାକୁ ପୂର୍ବତନ ଗଞ୍ଜାମ ଜିଲ୍ଲାରୁ ଅଲଗା କରି ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦିଆଯାଇଥିଲା। ୨୦୧୧ ଜନଗଣନା ଅନୁଯାୟୀ, ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରେ ଏହା ଦେବଗଡ଼ ଏବଂ ବୌଦ୍ଧ ପରେ ତୃତୀୟ ସର୍ବନିମ୍ନ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲା ଅଟେ।
ସିନ୍ଧୁ ଜଳ ଚୁକ୍ତି ବା ସିନ୍ଧୁ ଜଳ ବୁଝାମଣା (ଇଂରାଜୀରେ Indus Waters Treaty) ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବିଭାଜନକୁ ଆଧାର କରି ହୋଇଥିବା ଏକ ଐତିହାସିକ ଚୁକ୍ତି । ବିଶ୍ୱବ୍ୟାଙ୍କର ମଧ୍ୟସ୍ତତାରେ ଭାରତରୁ ପାକିସ୍ତାନକୁ ପ୍ରବାହିତ ସିନ୍ଧୁ ନଦୀ ଓ ତାହାର ଉପନଦୀମାନଙ୍କ ଜଳକୁ ଉଭୟ ଦେଶ ମଧ୍ୟରେ ଆବଣ୍ଟିତ କରାଯାଇଥିଲା । ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖ ଦିନ ପାକିସ୍ତାନର କରାଚୀ ସହରରେ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାଁଙ୍କଦ୍ୱାରା ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
କେଶବ କୋଇଲି ଏକ ଓଡ଼ିଆ କୋଇଲି ବା ପଦାବଳୀ । ଏହା ୧୩ଶ ଶତକରେ ପୁରାତନ କବି ମାର୍କଣ୍ଡ ଦାସ ରଚନା କରିଥିଲେ । ଏହାକୁ ଓଡ଼ିଆରେ ରଚିତ ପ୍ରଥମ ମାନକ ସାହିତ୍ୟ ରଚନା ବୋଲି ଗଣନା କରାଯାଏ । ଏହି ଚଉତିଶାରେ "କ"ରୁ ଆରମ୍ଭ ହୋଇ "କ୍ଷ" ଯାଏଁ ଚଉତିରିଶ ଗୋଟି ପଦାବଳୀ ରହିଛି । ପରେ ଜଗନ୍ନାଥ ଦାସ ଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରି ଅର୍ଥ କୋଇଲି ରଚନା କରିଥିଲେ । ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣା ଶିଶୁ ବେଦ ଓ ସପ୍ତାଙ୍ଗ ସାରଳା ଦାସଙ୍କ ପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଶ୍ରୀମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ । ପ୍ରତ୍ୟେକ ବର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତୋନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଉଣୀ ମାଁ ସୁଭଦ୍ରା ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ଦେବଦଳନ।
ଲିପି ଜଣେ ଓଡ଼ିଆ ଆଲବମ ଏବଂ କଥାଚିତ୍ର ଅଭିନେତ୍ରୀ । ମୁଁ ବିନା ଘୁଙ୍ଗୁରରେ ନାଚିବି ଆଲବମ୍ ଜରିଆରେ ଆଲବମ୍ ଦୁନିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ସେ ପାଖାପାଖି ୩୦୦୦ଟି ଆଲବମ୍ରେ ଅଭିନୟ କରିଥିଲେ । ୨୦୦୫ରେ ପ୍ରଶାନ୍ତ ନନ୍ଦ ଙ୍କ ନିର୍ଦ୍ଦେଶିତ ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରେ ଲିପି ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ Jayaprakash Mohanty ଙ୍କ ନିର୍ଦ୍ଦେଶିତ ବ୍ୟାଡ଼୍ ଗାର୍ଲ 'ତୁ ମୋରି ପାଇଁ' ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ପରେ Daddy, Galpa Nuhe Alpa Dinara, Mimansa ଭଳି ଚଳଚ୍ଚିତ୍ର ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି। ଲିପି ଅନୁଭବ ମହାନ୍ତି ଙ୍କ ଠାରୁ ଆରମ୍ଭ କରି ଆକାଶ ଦାସ ନାୟକ ଭଳି ବରିଷ୍ଠ କଳାକାର ଙ୍କ ସହିତ ଅଭିନୟ କରିଛନ୍ତି।
ମାଉସୀ ମା' ମନ୍ଦିର (ମାଉସୀମା ଦେଉଳ ଓ ଅର୍ଦ୍ଧାଶନୀ ମନ୍ଦିର ନାମରେ ମଧ୍ୟ ଜଣା) ପୁରୀଠାରେ ଥିବା ଏକ ମନ୍ଦିର । ଏହା ପୁରୀ ବଡ଼ଦାଣ୍ଡରେ ଜଗନ୍ନାଥ ମନ୍ଦିର ଆଡ଼କୁ ଗଲାବେଳେ ବଳଗଣ୍ଡି ପାଖରେ ବାମପଟେ ଅବସ୍ଥିତ । ଏଠାର ଅଧିଷ୍ଠାତ୍ରୀ ଦେବୁ ମାଉସୀ ମା (ଅର୍ଦ୍ଧାଶନୀ) ଜଗନ୍ନାଥଙ୍କ ମାଉସୀ ଭାବରେ ଜଣା । ପୂର୍ବରୁ ଏଠି ହାତୀ ଗାଧୁଆ ନଦୀ ବହି ଯାଉଥିଲା । ଲୋକେ ତାକୁ ବଳବତ୍ତର ଗଣ୍ଡି କହୁଥିଲେ ଏବେ ଏହା ବଳଗଣ୍ଡି ଭାବେ ପରିଚିତ । ଆଗେ ମହାପ୍ରଭୁମାମାନଙ୍କର ରଥ ଆସି ଏଇଠି ଅଟକି କିଛି ସମୟ ବିଶ୍ରାମ ନେବାପରେ ନଈ ପାର ହୋଇ ବିଗ୍ରହମାନେ ଆରପଟରେ ଥିବା ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ । ପୁଣି ଫେରିଲାବେଳକୁ ଅର୍ଥାତ ବାହୁଡ଼ାବେଳେ ଏଇଠି ମାଉସୀ ମା ଜଗନ୍ନାଥଙ୍କୁ ପୋଡ଼ପିଠା ଖାଇବାକୁ ଦେବାର ପରମ୍ପରା ଚଳି ଆସିଛି ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ ଓ ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ରେବତୀ ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଏହା ସେହି ବର୍ଷ ଅକ୍ଟୋବର ମାସରେ ଉତ୍କଳ ସାହିତ୍ୟ ପତ୍ରିକାର ଦ୍ୱିତୀୟ ବର୍ଷ ଦଶମ ସଂଖ୍ୟା କାର୍ତ୍ତିକ ୧୩ ୧୯୦୬ରେ ପ୍ରଥମେ ପ୍ରକାଶ ପାଇଥିଲା । ଫକୀର ମୋହନ ଏହି ପତ୍ରିକାରେ ଶ୍ରୀ ଧୁର୍ଜଟି ନାମରେ ଏହି ଗଳ୍ପଟି ଲେଖିଥିଲେ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି । ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଥିଲା । ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢ଼ିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଅଛି ।
ରାଜ୍ୟସଭା, ଯାହାକୁ 'ରାଜ୍ୟ ପରିଷଦ' ବୋଲି ମଧ୍ୟ କୁହାଯାଏ, ଏହା ଭାରତୀୟ ସଂସଦର ଉପରିସ୍ଥ ସଦନ ଏବଂ ଲୋକସଭା ହେଉଛି ଏହାର ନିମ୍ନ ସଦନ। ରାଜ୍ୟସଭା ଭାରତର ସାଂଘୀୟ ବ୍ୟବସ୍ଥାର ବିଭିନ୍ନ ଏକକ ଯଥା – ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତିନିଧିତ୍ୱ କରେ। ଯେଉଁଠାରେ ଲୋକସଭା ସଦସ୍ୟମାନେ ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି, ରାଜ୍ୟସଭା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନ ସଭା ସଦସ୍ୟମାନଙ୍କ ଦ୍ୱାରା ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ଗଠିତ ହୋଇଥାଏ, ଯାହା ଜାତୀୟ ଆଇନ ପ୍ରଣୟନ କ୍ଷେତ୍ରରେ ରାଜ୍ୟଗୁଡ଼ିକୁ ଏକ ଆନୁଷ୍ଠାନିକ ଭୂମିକା ପ୍ରଦାନ କରିଥାଏ। ଲୋକସଭା ପରି ଏହା ଏକ ଅସ୍ଥାୟୀ ସଦନ ନୁହେଁ, ବରଂ ଏହା ଏକ ସ୍ଥାୟୀ ସଂସ୍ଥା ଏବଂ ଏହାକୁ କେବେହେଲେ ଭଙ୍ଗ କରାଯାଇପାରିବ ନାହିଁ।
କପିଳେନ୍ଦ୍ର ଦେବ (୧୪୩୫–୧୪୬୫, ଜନ୍ମ: କପିଳେନ୍ଦ୍ର ରାଉତ) ଜଣେ ଉତ୍କଳୀୟ ସମ୍ରାଟ ଥିଲେ । ତାଙ୍କ ସମୟରେ ଉତ୍କଳର ସୀମା ଉତ୍ତରରେ ଗଙ୍ଗା ନଦୀଠାରୁ ଦକ୍ଷିଣରେ କାବେରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।ଯାଏଁ ଅଞ୍ଚଳ ଅଧୀକାର କରି "ଗଜପତି ଗୌଡେଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଉପାଧୀ" ପାଇଥିଲେ । ସେ ସୂର୍ଯ୍ୟ ବଂଶର ପ୍ରତିଷ୍ଠାତା ତଥା ପ୍ରଥମ ନରପତି ଥିଲେ । "ଗୌଡ଼େଶ୍ବର"ର ଅର୍ଥ ଗୌଡ଼ ଅର୍ଥାତ୍ ବଙ୍ଗର ଅଧୀଶ୍ବର ଏବଂ "ନବକୋଟି କର୍ଣାଟ କଳବର୍ଗେଶ୍ୱର"ର ଅର୍ଥ କର୍ଣ୍ଣାଟ (ବିଜୟନଗର ସାମ୍ରାଜ୍ଯ) ଏବଂ କଳବର୍ଗ (ବାହମନୀ ସାମ୍ରାଜ୍ୟର ପୂର୍ବତନ ରାଜଧାନୀ ନାମ ଥିଲା ଗୁଲବର୍ଗା)ର ନଅକୋଟି ଅଧିବାସୀଙ୍କର ପ୍ରଭୁ । ସେ ନିଜକୁ ଜଗନ୍ନାଥଙ୍କ ପରମ ସେବକ ମଣୁଥିଲେ ଓ ଗଜପତି ଉପାଧିରେ ଭୂଷିତ କରିଥିଲେ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ରତ୍ନାକର ଚଇନି( ୨୫ ଅଗଷ୍ଟ ୧୯୪୫ - ୧୮ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ ଓ ସମାଲୋଚକ ଥିଲେ । ଲେଖନୀ ଚାଳନା ସହ ଜଣେ ସାହିତ୍ୟ ସଂଗଠକ ଓ ଶିକ୍ଷାବିତ ଭାବେ ସେ ନିଜକୁ ପ୍ରତିଷ୍ଠିତ କରିଥିଲେ । ୨୦୧୦ ମସିହାରେ ସଂସ୍କାର ଭାରତୀ ଓ ଉତ୍କଳ ସାହିତ୍ୟ ସମାଜର ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ । ତାଙ୍କର ଏଯାବତ ୧୧୧ ଖଣ୍ଡ ପୁସ୍ତକ ପ୍ରକାଶ ପାଇସାରିଛି ।
ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ - ୧୬ ମାର୍ଚ୍ଚ ୨୦୨୫) ଜଣେ ଆଧୁନିକ ଓଡ଼ିଆ କବି ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ତାଙ୍କର ଜଣାଶୁଣା ରଚନା ମଧ୍ୟରେ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ଅନ୍ୟତମ । ସେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା ଏବଂ ଏହା ଇଂରାଜୀ ତଥା ଆଠଟି ଭାରତୀୟ ଭାଷାରେ ଅନୁଦିତ । ୧୯୯୨ ମସିହା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ମସିହା ଯାଏ କାର୍ଯ୍ୟକରିଥିଲେ ଓ ଚାକିରି ଶେଷ ବେଳକୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ୧୯୯୩ରୁ ୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ାହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
ତପସ୍ୱିନୀ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କଦ୍ୱାରା ରଚିତ ଏକ କାବ୍ୟ ସଙ୍କଳନ । ଏହାର ରଚନା ୧୯୧୩ ମସିହାରେ ସମାପ୍ତ ହୋଇଥିଲା ଏବଂ ୧୯୧୪ ମସିହାରେ ପ୍ରକାଶିତ ହୋଇଥିଲା । ଏଗାରଟି ସର୍ଗରେ ସମୃଦ୍ଧ ଏହି କାବ୍ୟ ଗ୍ରନ୍ଥଟିରେ ରାମ ଓ ସୀତାଙ୍କର ଜୀବନ ଓ ଆଦର୍ଶ ବର୍ଣ୍ଣନା କରାଯାଇଛି । 'କରୁଣ ରସ'ରେ ଏହି କାବ୍ୟଟି ରଚିତ । ପ୍ରଣବ ରଞ୍ଜନ ଭୂୟାଁ, ପୁସ୍ତକଟିକୁ ଇଂରାଜୀରେ ଅନୁବାଦ କରିଛନ୍ତି ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
ଛବିଳ ମଧୁ ବର୍ଣ୍ଣବୋଧ ଓଡ଼ିଶାର ଏକ ଶିଶୁ ପୁସ୍ତକ ଅଟେ । ଏହା ଭକ୍ତକବି ମଧୁସୂଦନ ରାଓଙ୍କଦ୍ୱାରା ୧୮୯୫ ମସିହାରେ ଲେଖାଯାଇଥିଲା । ଓଡ଼ିଆ ଭାଷା ଶିଖିବା ପାଇଁ (ବିଶେଷ କରି ପିଲାମାନଙ୍କପାଇଁ) ଏକ ସଂପୂର୍ଣ ପୁସ୍ତକ ଅଟେ । ଏଥିରେ ଓଡ଼ିଆ ବର୍ଣ୍ଣମାଳା ସହ ମାତ୍ରା ଓ ଯୁକ୍ତାକ୍ଷର ରହିଛି, ଯାହାକି ପିଲାଙ୍କ ମନେରହିବା ପରି ଲେଖାମାନଙ୍କରେ ଦର୍ଶାଯାଇଛି । ଏହି ବହିଟିରେ ଇଂରାଜୀ ଏବଂ ହିନ୍ଦୀ ବର୍ଣ୍ଣମାଳା ମଧ୍ୟ ଅଛି । ଏଥିସହିତ ବହି ଶେଷରେ ପ୍ରାର୍ଥନା ଓ ପଣକିଆ ବହିଟିକୁ ଏକ ସଂପୂର୍ଣ୍ଣ ପ୍ରାଥମିକ ପୁସ୍ତକ କରିଛି ।